କଂଗ୍ରେସ ଛାଡ଼ିବେ ପ୍ରକାଶ!

ବିଜେଡି ନୁହଁ ବିଜେପିରେ ମିଶି ପାରନ୍ତି ସାଲେପୁର କଂଗ୍ରେସର ବିଧାୟକ ପ୍ରକାଶ ବେହେରା ଦଳରୁ ଇସ୍ତଫା ଦେଇ ବିଜେଡି ନୁହଁ ବିଜେପିରେ ମିଶି ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ପ୍ରକାଶ ବେହେରା ଆଗାମୀ ଦିନେ ଦୁଇ ଦିନ ମଧ୍ୟରେ କଂଗ୍ରେସରୁ … Read More

ନିର୍ବାଚନକୁ ପ୍ରଭାବିତ କରିବ ୫ଟି ପ୍ରସଙ୍ଗ

ନିର୍ବାଚନ କମିଶନଙ୍କ ଦ୍ୱାରା ୨୦୧୯ ଲୋକସଭା ନିର୍ବାଚନ ତାରିଖ ଘୋଷଣା ପରେ ରାଜନୈତିକ ଦଳମାନେ ଚଳଚଞ୍ଚଳ ହୋଇଉଠିଛନ୍ତି। ଚଳିତ ନିର୍ବାଚନରେ କିଏ ବିଜୟ ମୁକୁଟ ପିନ୍ଧିବ ତାହା ମିଡ଼ିଆ ଓ ସୋସାଲ ମିଡ଼ିଆରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହି ନିର୍ବାଚନକୁ କେଉଁ … Read More

ସଂସଦୀୟ ନିର୍ବାଚନର ଇତିବୃତ୍ତି

୧୭ଦଶ ଲୋକସଭା ଗଠନ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇସାରିଛି। ନେତାଙ୍କ ଭାଷଣ, ରାଲି ଓ ନିର୍ବାଚନୀ ଗସ୍ତ ଆରମ୍ଭ ହୋଇଗଲାଣି। ଏହାଛଡ଼ା ସାଧାରଣ ଜନତା ମଧ୍ୟ ନିର୍ବାଚନୀ ମୁଡ଼କୁ ଆସିଗଲେଣି। ପୂର୍ବରୁ ସାଧାରଣ ନିର୍ବାଚନ କିପରି ହେଉଥିଲା, ଏଥିପାଇଁ କେତେ … Read More

କିଙ୍ଗମେକର ସାଜିବେ ଜଗନ-ନବୀନ-ଚନ୍ଦ୍ରଶେଖର

ଲୋକସଭା ନିର୍ବାଚନ ବିଗୁଲ ବାଜି ସାରିଛି। ଏହି ନିର୍ବାଚନରେ କିଏ ବିଜୟ ମୁକୁଟ ପିନ୍ଧିବ ସେ ସମ୍ପର୍କରେ ‘ ଏବିପି – ସି ଭୋଟର’ର ଏକ ସର୍ଭେରେ କୁହାଯାଇଛି ଯେ, ନିର୍ବାଚନରେ ଏନଡିଏକୁ ୨୬୪ ଆସନ ମିଳିପାରେ, ଯାହାକି କେନ୍ଦ୍ରରେ ସରକାର … Read More

ମହାମେଣ୍ଟର ଅପମୃତ୍ୟୁ

ବିଜେପିକୁ ନିର୍ବାଚନରେ ରୋକିବା ପାଇଁ ବର୍ଷକ ତଳୁ ସମସ୍ତ ବିରୋଧି ଦଳର ନେତାମାନେ ଯେଉଁ ମହାମେଣ୍ଟର ସ୍ୱପ୍ନ ଦେଖୁଥିଲେ ତାହା ଏବେ ଦୁଃସ୍ୱପ୍ନରେ ପରିଣତ ହୋଇଛି। ଭାରତୀୟ ରାଜନୀତିକୁ ନିଜ ଇଛାରେ ଚଳାଇବାକୁ ଆସ୍ପର୍ଦ୍ଧା କରୁଥିବା ଦୁଇ ମହିଳା ନେତ୍ରୀଙ୍କ କାର୍ଯ୍ୟକଳାପ … Read More

ବିଜେପି ଟ୍ୟୁନରେ ବିରୋଧିଙ୍କ ନୃତ୍ୟ

ଆଗାମୀ ନିର୍ବାଚନର ଘଣ୍ଟି ଯେ କୌଣସି ମୂହୁର୍ତ୍ତରେ ବାଜିପାରେ। ନିର୍ବାଚନରେ ସଫଳତା ପାଇବା ପାଇଁ ବିରୋଧି ଦଳମାନେ ସରକାରର ଯେଉଁ ଦୋଷ ଦୁର୍ବଳତାକୁ ଲୋକମାନଙ୍କ ଆଗରେ ଉପସ୍ଥାପିତ କରୁଛନ୍ତି ତାହା ବିଜେପିକୁ ସହାୟକ ହେବାରେ ଲାଗିଛି। ପୁଲୱାମା ଆକ୍ରମଣ ପୂର୍ବରୁ ବିରୋଧି … Read More

ବିଜେଡିରେ ଯୋଗ ଦେଲେ ହେମାନନ୍ଦଙ୍କ ଝିଅ ସୁନୀତା

କଂଗ୍ରେସ ନେତାଙ୍କ ଦଳ ଡିଆଁ ପର୍ବରେ ସାମିଲ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ଦଳର ବରିଷ୍ଠ ଆଦିବାସୀ ନେତା ହେମାନନ୍ଦ ବିଶ୍ଵାଳଙ୍କ ଝିଅ ସୁନୀତା ବିଶ୍ଵାଳ। ଶନିବାର ସେ ବିଜୁ ଜନତା ଦଳ ( ବିଜେଡି)ରେ ସାମିଲ୍‌ ହୋଇଛନ୍ତି। ଏହା … Read More

୧୨ଲକ୍ଷ ପରିବାର ଭୋଟର ତାଲିକାରୁ ବାଦ : କଂଗ୍ରେସ

ନିର୍ବାଚନ ଆୟୋଗ ଜାନୁଆରୀ ମାସ ୨୦୧୯ ରେ ରାଜ୍ୟର ଯେଉଁ ଭୋଟର ତାଲିକା ପ୍ରକାଶ କରିଛନ୍ତି, ସେହି ଭୋଟର ତାଲିକାରେ ପ୍ରତ୍ୟେକ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ବୁଥ‌୍‍ର ଏକ ବଡ ଅଂଶର ଭୋଟରମାନଙ୍କର ନାମ ସେ ତାଲିକାରୁ ବାଦ‌୍‍ … Read More

ରାହୁ-କେତୁ-ଶନିଙ୍କ କୋପଦୃଷ୍ଟିରୁ କଂଗ୍ରେସ ମୁକ୍ତ:ତାରା

ରାଜ୍ୟ କଂଗ୍ରେସରୁ ଗୋଟିଏ ପରେ ଗୋଟିଏ ନେତା ବାହାରି ଯାଉଛନ୍ତି । ଏହା ଆଗାମୀ ଦିନରେ ଦଳର ନିର୍ବାଚନୀ ପ୍ରଦର୍ଶନକୁ ପ୍ରଭାବିତ କରିବ ବୋଲି ଆଶଙ୍କା ପ୍ରକାଶ ପାଉଥିବା ବେଳେ ଦଳର ବରିଷ୍ଠ ନେତା ବିରୋଧୀ ଦଳ ମୁଖ୍ୟ ସଚେତକ ତାରା … Read More

ପ୍ରିୟଙ୍କ କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ!

ଗାନ୍ଧି ପରିବାରର ସଦସ୍ୟ ପ୍ରିୟଙ୍କା ଗାନ୍ଧିଙ୍କୁ କଂଗ୍ରେସର ଉତ୍ତରପ୍ରଦେଶର ପ୍ରଭାରୀ ନିଯୁକ୍ତି କରାଯିବା ପରେ ରାଜନୈତିକ ମହଲରେ ତାଙ୍କୁ ନେଇ ବଡ଼ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏପରିକି ଆଗାମୀ ନିର୍ବାଚନରେ କଂଗ୍ରେସ ପକ୍ଷରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥଭାବେ ଉପସ୍ଥାପିତ କରାଯାଇପାରେ … Read More