୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

କଂଗ୍ରେସ ଶୁକ୍ରବାର ୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଘୋଷଣା ଅନୁସାରେ ବଡ଼ସାହି ଆସନରୁ ଦେବଯାନୀ ବେହେରା, ସୋରରୁ ସୁରେନ୍ଦ୍ର ପରମାଣିକ, ସିମୁଲିଆରୁ ଅନନ୍ତ ସେଠୀ ଓ ଚାନ୍ଦବାଲିରୁ ଦିଗମ୍ବର ଦାସ ନିର୍ବାଚନ ଲଢ଼ିବେ। ଅଧିକ ଖବର ପାଇଁ କ୍ଲିକ୍‌ … Read More

ବିଜେଡି-କଂଗ୍ରେସ ସଲାକୁସ୍ତି

ସେପ୍ଟେମ୍ୱରରୁ ପ୍ରାର୍ଥୀ ଘୋଷଣା କରାଯିବ ବୋଲି କହିଥିଲା କଂଗ୍ରେସ। କିନ୍ତୁ ଶେଷ ପର୍ଯ୍ୟନ୍ତ ଚାଲିଛି ପ୍ରାର୍ଥୀ ଖୋଜା। ମାତ୍ର ଦୁଇ ପ୍ରତିଦ୍ୱନ୍ଦ୍ୱୀ ଦଳ ବିଜେଡି ଏବଂ ବିଜେପି ନିର୍ବାଚନ ପ୍ରଚାରକୁ ଯଥେଷ୍ଟ ଆଗେଇ ନେଇଥିବା ବେଳେ ଏବେ କଂଗ୍ରେସ ପଡ଼ିଯାଇଛି ଖୁବ … Read More

କଂଗ୍ରେସର ଗୋଟିଏ ଲୋକସଭା ଓ ୯ ବିଧାନସଭାର ପ୍ରାର୍ଥୀ ଘୋଷଣା

କଂଗ୍ରେସ ଆଜି ୧ ଲୋକସଭା ଓ ୯ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । ମଙ୍ଗଳବାର ବିଳମ୍ବିତ ରାତିରେ ୨ ଲୋକସଭା ଓ ୯ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା। ଭିମ୍‌ସାର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀଙ୍କୁ … Read More

ବିଜେପି ଓ କଂଗ୍ରେସ ପ୍ରାର୍ଥୀ ବିଜେଡିର ପସନ୍ଦ

କିଛିଦିନ ତଳେ ବିଜୁ ଜନତା ଦଳର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା ପରେ କିଛି ସାଂସଦ ଓ ବିଧାୟକ ଦଳ ଛାଡ଼ି ବିଜେପିକୁ ଚାଲିଯାଇଥିଲେ। ସେମାନଙ୍କୁ ଟିକଟ ମିଳି ନଥିଲା। ସେତେବେଳେ ବିଜେପିକୁ ଆକ୍ଷେପ କରି ବିଜେଡି ମୁଖପାତ୍ରମାନେ କହିଥିଲେ ଯେ, … Read More

ନିର୍ବାଚନ ଲଢ଼ିବେ ନାହିଁ ପୃଥ୍ଵୀବଲ୍ଲଭ: ନିରଞ୍ଜନ

ଆସନ୍ତା ବିଧାନସଭା ନିର୍ବାଚନ ଲଢ଼ିବାକୁ ପୃଥ୍ଵୀବଲ୍ଲଭ ପଟ୍ଟନାୟକ ଅନିଚ୍ଛା ପ୍ରକାଶ କରିଛନ୍ତି ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁତ୍ର ପୃଥ୍ଵୀବଲ୍ଲଭ ଏଥର ବେଗୁନିଆ ବିଧାନସଭା ଆସନରୁ କଂଗ୍ରେସ … Read More

ରାହୁଲ ବିଜେପିକୁ ଡରୁଛନ୍ତି : ସିପିଏମ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ କେରଳ ପ୍ରବେଶ ବାମଦଳକୁ ଭୀଷଣ ଉତକ୍ଷିପ୍ତ କରିଦେଇଛି। ଏମିତିରେ ଆମେଥି ସହ କେରଳର ଓ୍ବେନାଡରେ ଲଢିବା ଲାଗି ରାହୁଲ ଗାନ୍ଧୀଙ୍କ ନିଷ୍ପତ୍ତିକୁ ଭାରତୀୟ ଜନତା ପାର୍ଟି ଏମିତି ସମାଲୋଚନା ଆରମ୍ଭ କରିଛି ଯେ ଏହାର ପ୍ରଭାବ … Read More

ଘଷିପୁରାରୁ ପ୍ରାର୍ଥୀପତ୍ର ଦାଖଲ କଲେ ନିରଞ୍ଜନ

ଘଷିପୁରା ଆସନରୁ ନିରଞ୍ଜନ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେବେ ପ୍ରାର୍ଥୀପତ୍ର ଦାଖଲ କରିବା ପୂର୍ବରୁ ଏକ ବିଶାଳ ଶୋଭାଯାତ୍ରା କରି ସମର୍ଥକଙ୍କ ସହ ସେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। … Read More

ରଙ୍ଗୀଲାରୁ ରାଜନୀତି ପର୍ଯ୍ୟନ୍ତ ଉର୍ମିଳାଙ୍କ ଯାତ୍ରା

ସିନେ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର କଂଗ୍ରେସରେ ସାମିଲ ହେବାର ମାତ୍ର ଦୁଇ ଦିନ ପରେ ତାଙ୍କୁ ମୁମ୍ୱାଇ ଉତ୍ତର ଲୋକସଭା ଆସନରୁ ପ୍ରାର୍ଥୀ କରିଛି। ଯେଉଁ ଦିନ ଉର୍ମିଳା କଂଗ୍ରେସରେ ଯୋଗ ଦେଇଥିଲେ ମୁମ୍ୱାଇରେ ରହିବେ ବୋଲି ରାହୁଲ ଗାନ୍ଧୀଙ୍କୁ କହିଥିଲେ। … Read More

ଟିକଟ ଦାବିରେ ଗେଟରେ ତାଲା ପକାଇଲା ମହିଳା କଂଗ୍ରେସ

ରାଜନୀତିରେ ଘଡିକେ ଘୋଡା ଛୁଟୁଛି। କିଏ କେତେବେଳେ କେଉଁ ଦଳରେ ଯୋଗ ଦେଉଛି ତ କିଏ ଦଳ ଛାଡୁଛି। ଏଭଳି ସ୍ଥିତିରେ ରାଜ୍ୟର ତିନି ପ୍ରମୁଖ ଦଳ ସମସ୍ତ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହାନ୍ତି। ଏବେ ବି କିଛି ଆସନର ପ୍ରାର୍ଥୀ … Read More

ବାଲେଶ୍ୱର ସଦର ଆସନ: ବିଜେପି-ବିଜେଡିର ରଣନୀତି ପ୍ରସ୍ତୁତ,ପଛରେ କଂଗ୍ରେସ

ଚଳିତ ଓଡିଶା ବିଧାନସଭା ନିର୍ବାଚନକୁ ନେଇ ସମଗ୍ର ରାଜ୍ୟରେ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ବିଭିନ୍ନ କ୍ଷେତ୍ର ପାଇଁ ରଣନୀତି ପ୍ରସ୍ତୁତି ଚାଲିଥିବା ବେଳେ ବାଲେଶ୍ୱରରେ ରାଜନୀତି ଅଙ୍କକଷା ଜୋରଦାର ହେଉଥିବା ଲକ୍ଷ୍ୟ କରାଯାଇଛି । ଏହି ଆସନ ପାଇଁ ବିଜେପି … Read More