ଲୋକସଭା ନିର୍ବାଚନରେ ସୋସିଆଲ ମିଡିଆ ନେଟୱାର୍କର ଲଢ଼େଇ

୨୦୧୯ ଲୋକସଭା ନିର୍ବାଚନରେ ସୋସିଆଲ ମିଡିଆର ବ୍ୟବହାର ପୂର୍ବ ନିର୍ବାଚନ ତୁଳନାରେ ବେଶ ଅଧିକ ରହିଛି। ରାଜନୈତିକ ଦଳମାନେ ସୋସିଆଲ ମିଡିଆରେ ପ୍ରଚାରକୁଦେଉଛନ୍ତି ଅଧିକ ଗୁରୁତ୍ୱ। ଭିଡିଓ ଷ୍ଟ୍ରିମିଂ, ଫଟୋ ସିରିଜ, ମେସେଜ, ମଜାକଥା, ସ୍ଲୋଗାନ ଇତ୍ୟାଦି ଅଧିକରୁ ଅଧିକ ଲୋକଙ୍କ … Read More

ଅଶୋକଙ୍କ ପାଇଁ ଅଡ଼ୁଆ ଆକାଶ

ଆକାଶ ଦାସନାୟକଙ୍କୁ ଟିକଟ ନଦେଇ ଯେଉଁ ଗୋଟି ଖେଳିଛି ବିଜୁ ଜନତା ଦଳ, ଏବେ ତାହା ଦଳକୁ ମହଙ୍ଗା ପଡ଼ିପାରେ। ଯଦିଓ ଆକାଶଙ୍କୁ ବୁଝାଇବାରେ ଦଳ କିଛି ମାତ୍ରାରେ ସଫଳ ହୋଇଛି, ତଥାପି ଏହା ବିଜେଡି ପ୍ରାର୍ଥୀଙ୍କୁ ବଡ଼ ଅସୁବିଧାରେ ପକାଇବ … Read More

ଡେଲାଙ୍ଗରେ ସତ୍ୟଙ୍କ ଦମ୍‌ଦାର ଶୋଭାଯାତ୍ରା

ସାମ୍ବାଦିକରୁ ରାଜନେତା ପାଲଟିଥିବା କଂଗ୍ରେସ ମିଡିଆସେଲ୍‌ ଅଧ୍ୟକ୍ଷ ତଥା ପୁରୀର ସାଂସଦ ପ୍ରାର୍ଥୀ ସତ୍ୟପ୍ରକାଶ ନାୟକ ଗୁରୁବାର ନିଜର ଦମ୍‌ ଦେଖାଇଛନ୍ତି। ଦଳୀୟ ନେତା ତଥା କର୍ମୀଙ୍କ ସହାୟତାରେ ଏକ ବିଶାଳ ଶୋଭାଯାତ୍ରା ଆୟୋଜନ କରି ସମସ୍ତଙ୍କ ଆଗରେ ଉଦାହରଣ ସୃଷ୍ଟି … Read More

ରିଲାୟନ୍ସ କମ୍ପାନୀରେ ସୋନିଆଙ୍କ ପୁଞ୍ଜି

ରାଫେଲ ଯୁଦ୍ଧ ବିମାନ କିଣାରେ ରିଲାୟନ୍ସ କମ୍ପାନୀର ସମ୍ପୃକ୍ତିକୁ ନେଇ କଂଗ୍ରେସ ସରକାରକୁ ଅଡୁଆରେ ପକାଇବା ପାଇଁ ଅପଚେଷ୍ଠା ଚଳାଇଛି। କିନ୍ତୁ ସେହି କମ୍ପାନୀରେ କଂଗ୍ରେସ ନେତୃତ୍ୱାଧିନ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପୁଞ୍ଜି ବିନିଯୋଗ ହୋଇଛି। ଏ କଥା ତାଙ୍କର … Read More

ବିଜେପିକୁ ୨୦୦୪ କଥା ମନେପକାଇ ଦେଲେ ସୋନିଆ

ବର୍ତ୍ତମାନ କ୍ଷମତାରେ ଅନ୍ଧ ହୋଇଯାଇଥିବା ବିଜେପି ନେତାମାନଙ୍କୁ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ତୀବ୍ର ସମାଲୋଚନା କରିଛନ୍ତି। ଏପରିକି ବିଜେପି ନେତାମାନଙ୍କୁ ୨୦୦୪ ମସିହାର ନିର୍ବାଚନ ଫଳାଫଳ ମନେପକାଇ ଦେଇଛନ୍ତି। ଆଜି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ପରିବାରର ଗଡ଼ କୁହାଯାଉଥିବା … Read More

ମୋ ଇଚ୍ଛାରେ ଦିଆଯାଇନି : ନିରଞ୍ଜନ

କଂଗ୍ରେସ ପ୍ରାର୍ଥୀ ଚୟନରେ ତ୍ରୁଟିକୁ ନେଇ ହାତ ଟେକିଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । କଂଗ୍ରେସ ଚଳିତ ଥର ଟିକେଟ ଦେଇ ଦଳରେ ୮୩ଟି ନୂଆଁ ମୁହଁ ଦେଇଛି ବୋଲି ନିରଞ୍ଜନ ପ୍ରତିକ୍ରିୟା ଦେଇଛନ୍ତି । ଧାରଣ ନିର୍ବାଚନ ପାଇଁ … Read More

ବୋଲଗଡ-ବେଗୁନିଆ : ନିର୍ଣ୍ଣାୟକ ଭୂମିକାରେ ଡାର୍କହର୍ସ ପ୍ରଦୀପ ସାହୁ

୨୦୧୯ ବିଧାନସଭା ନିର୍ବାଚନର ସବୁଠୁ ମଜାଦାର ଲଢେଇ ଦେଖିବାକୁ ମିଳୁଛି ବୋଲଗଡ-ବେଗୁନିଆ ନିର୍ବାଚନ ମଣ୍ଡଳୀରେ। ଏହି ଆସନଟି ହେଉଛି ପୂର୍ବମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ। ଦୀର୍ଘଦିନ ଧରି ଏହା କଂଗ୍ରେସର ଗଡ଼ ହୋଇରହିଥିଲା। ୨୦୦୦ରେ ବିଜେପିରୁ ପ୍ରଶାନ୍ତ ନନ୍ଦ … Read More

ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୪୦୧ କୋଟିପତି ପ୍ରାର୍ଥୀ

ସବୁଠୁ ଗରିବ ପ୍ରାର୍ଥୀଙ୍କ ସମ୍ପତ୍ତି ହେଉଛି ୫୦୦ଟଙ୍କା ନିର୍ବାଚନ ଲଢୁଛନ୍ତି ଓଡ଼ିଶାର ୫୯ କୋଟିପତି ପ୍ରାର୍ଥୀ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ତେଲେଙ୍ଗାନାର ଚେଭେଲା ଲୋକସଭା ଆସନର ମୁକାବିଲା ସଂଖ୍ୟା ଦୃଷ୍ଟିରୁ ରହିଛି ବେଶ ରୋଚକ। ଏଠାରେ ସବୁଠୁ ଧନୀକ ପ୍ରାର୍ଥୀଙ୍କ … Read More

ରାଗ ସୁଝାଇଲେ ସୀତାକାନ୍ତ!

ନିର୍ବାଚନୀ ତାରିଖ ଯେତିକି ପାଖେଇ ଆସୁଛି କଂଗ୍ରେସରେ ଦେଖା ଦେଇଥିବା ଅସନ୍ତୋଷ ସେତିକି ମାତ୍ରାରେ ବଢ଼ିବାରେ ଲାଗିଛି। ଟିକେଟ ପାଇଥିବା ଅନେକ ପ୍ରାର୍ଥୀ ଟିକେଟ ଫେରାଇବାରେ ଲାଗିଛନ୍ତି। ଏହି ଧାରାରେ ଦଳକୁ ବଡ ଝଟକା ଦେଇଛନ୍ତି ବଡ଼ଚଣାର କଂଗ୍ରେସ ପ୍ରାର୍ଥୀ ସୀତାକାନ୍ତ … Read More

ଟିକେଟ ଫେରାଇଥିବା ଦୁଇଟି ଆସନରୁ ନୂଆ ପ୍ରାର୍ଥୀ ଦେଲା କଂଗ୍ରେସ

୧ମ ପର୍ଯ୍ୟାୟ ମତଦାନଙ୍କୁ ଆଉ ଗୋଟିଏ ଦିନ ଅନ୍ତର ଥିବାବେଳେ ରାଜ୍ୟ କଂଗ୍ରେସର କେଁ ଏ ଯାଏଁ ସରୁନି । ପୁଣି ଥରେ କଂଗ୍ରେସ ପ୍ରାର୍ଥୀ ବଦଳାଇଛି । ବଡ଼ଚଣା ଓ ନିମାପଡ଼ାରେ ନୂଆ ପ୍ରାର୍ଥୀଙ୍କୁ ପୁଣି ଟିକେଟ୍‌ ଦେଇଛି । … Read More