ଭଦ୍ରକ ଲୋକସଭା : ନବାଗତଙ୍କ ମଧ୍ୟରେ କଡ଼ା ମୁକାବିଲା

ଏବେ ରାଜ୍ୟର ଉପକୂଳ ଓ ଉତ୍ତର ଓଡ଼ିଶାରେ ସରଗରମ ହେଲାଣି ନିର୍ବାଚନୀ ମାହୋଲ। ଗାଁ ଗଣ୍ଡାରୁ ସହର ଯାଏ ପ୍ରଚାର ହେଲାଣି ଜୋରଦାର। ୨୯ରେ ହେବ ନିର୍ବାଚନ। ଭଦ୍ରକ ଲୋକସଭା ଆସନର ଫଳାଫଳକୁ ନେଇ ପର୍ଯ୍ୟବେକ୍ଷକ ମହଲରେ ଆରମ୍ଭ ହୋଇଛି ପ୍ରାକ୍ … Read More

୭୨ ହଜାର ଟଙ୍କା ଦେବାର ଘୋଷଣା ମାମଲା ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟରେ

କଂଗ୍ରେସ ଦଳ ଏବଂ ନିର୍ବାଚନ କମିସନଙ୍କୁ ନୋଟିସ୍‌ ଜାରି  କଂଗ୍ରେସ ଦଳର ନିର୍ବାଚନୀ ଇସ୍ତାହାରରେ ସରକାର ଆସିଲେ ୭୨ ହଜାର ଟଙ୍କା ଗରିବ ଲୋକଙ୍କୁ ଦେବାର ଘୋଷଣା ପ୍ରସଙ୍ଗ ଏବେ ନ୍ୟାୟାଳୟରେ ପହଞ୍ଚିଛି। ସରକାର ଆସିଲେ ୭୨ ହଜାର ଟଙ୍କା ଗରିବ … Read More

ସୁସ୍ଥ ବିଜେପି, ଅସୁସ୍ଥ କଂଗ୍ରେସ, କୋମାରେ ବିଜେଡି

କେନ୍ଦ୍ରାପଡା ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଚତୁର୍ଥ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ। ଏଥିମଧ୍ୟରୁ ୪ଟି ବିଧାନସଭାମଣ୍ଡଳୀରେ ରାଜନୈତିକ ଦଳର ପ୍ରାର୍ଥୀମାନେ ସେମାନଙ୍କ ପ୍ରଚାର ଆରମ୍ଭ କରିଦେଇଥିଲା ବେଳେ ପାଟକୁରା ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀମାନଙ୍କର ଭୋଟ ପ୍ରଚାର ଏକରକମ … Read More

ଭୋଟରଙ୍କ ମତିଗତି ସନ୍ଦେହରେ : ୯୫ର ସ୍ଥିତି ପୁଣି ଫେରିବକି ୧୯ରେ?

୧୯୯୫ ଭୋଟ ଫଳାଫଳ ଯେଉଁମାନେ ଦେଖିଛନ୍ତି, ସେମାନଙ୍କ ମଧ୍ୟରେ ବଡ଼ ସନ୍ଦେହ ସୃଷ୍ଟି ହୋଇସାରିଲାଣି ଯେ, ହୁଏତ ୨୦୧୯ରେ ରିପିଟ ହେବ ୧୯୯୫। ୯୫ ନିର୍ବାଚନ ବିଜୁଙ୍କ ସ୍ୱପ୍ନକୁ ଚୁରମାର କରିଦେଇଥିଲା। ୧୯ ଯଦି ନବୀନଙ୍କ ସ୍ୱପ୍ନକୁ ଚୁରମାର କରିଦିଏ, ତେବେ … Read More

ଦିଲ୍ଲୀରେ କଂଗ୍ରେସ ଓ ଆମ୍‌ ଆଦମୀ ପାର୍ଟି ମେଣ୍ଟ ସପକ୍ଷରେ ଟ୍ଵିଟ୍‌ କଲେ ରାହୁଲ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ସହ ମେଣ୍ଟ ଗଢ଼ିବା ନେଇ ୟୁଟର୍ଣ୍ଣ ନେଇଛନ୍ତି। କଂଗ୍ରେସ ଦିଲ୍ଲୀରେ ଆପ୍‌ ସହ ମେଣ୍ଟ୍‌ ଗଢ଼ିବ ନାହିଁ ବୋଲି ପୂର୍ବରୁ ପ୍ରକାଶ ପାଇଥିଲେ ବି ରାହୁଲ କିନ୍ତୁ ଭିନ୍ନ ଇଙ୍ଗିତ ଦେଇଛନ୍ତି। … Read More

ମୋଦିଙ୍କ ପାଇଁ ଆଗୁଆ ବାଟ ସଫା କଲେ ନବୀନ

ବଦଳିଲା ନବୀନଙ୍କ ସମଦୂରତ୍ୱ ଡ଼ାଏଲଗ୍‌ ସ୍ଥିତି ଦେଖି ନୀବନ ଛାନିଆଁ ବିଜେପି ସହିତ ମୂଲଚାଲ ମୁଡ଼ରେ ଆଗରୁ କ’ଣ ଓଡ଼ିଶା ସ୍ୱାର୍ଥ ମନେ ନଥିଲା? ହଠାତ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର “ସମଦୂରତା” ନୀତି ବଦଳିଯାଇଛି। କଂଗ୍ରେସ ଓ … Read More

ଏହି କାରଣଗୁଡ଼ିକ ବିଜେପିର ଆସନ ସଂଖ୍ୟା ସ୍ଥିର କରିବ

୨୦୧୪ରେ ସାଧାରଣ ନିର୍ବାଚନ ପ୍ରଚାରବେଳେ କ୍ଷମତାରେ ନଥିଲା ଏନଡିଏ। ତେଣୁ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦୀଙ୍କୁ ଅଲ ଆଉଟ ଆଟାକ ମୋଡ଼ରେ ଯାଇ ପ୍ରଚାର କରିବାକୁ ମିଳିଯାଇଥିଲା ସୁବିଧା। ୟୁପିଏ ସରକାର ଉପରେ ମୋଦୀଙ୍କର ତୀବ୍ର ଭାଷଣ ବାଜି ବଡ଼ … Read More

ସୁନ୍ଦରଗଡ଼ରେ ଦାନା ଧରୁନି ନବୀନଙ୍କ ମହିଳା କାର୍ଡ଼

ଆଦିବାସୀ ବହୁଳ ମତଦାତା ଥିବା ସୁନ୍ଦରଗଡ଼ ଲୋକସଭା ପାଇଁ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱୀତା ହେବ ବୋଲି ପ୍ରଥମରୁ ଆକଳନ କରାଯାଉଥିଲା। । ବିଜେପିର ଜୁଏଲ ଓରାମ, କଂଗ୍ରେସର ଜର୍ଜ ତିର୍କୀ ଏବଂ ବିଜେଡିର ସୁନୀତା ବିଶ୍ୱାଳ। ଜଣେ ସାଂସଦ, ଜଣେ ବିଧାୟକ ଆଉ … Read More

କୁଆଡେ଼ ଗଲେ କଂଗ୍ରେସର ୩ଜଣିଆ ଯୁବ ବାହିନୀ

୨୦୧୭ ବିଧାନସଭା ନିର୍ବାଚନରେ ଗୁଜୁରାଟରେ କଂଗ୍ରେସର ଭଲ ପ୍ରଦର୍ଶନ ପଛରେ ବଡ଼ ଭୂମିକା ଥିଲା ରାଜ୍ୟର ଯୁବ ନେତା ହାର୍ଦ୍ଦିକ ପଟେଲ, ଜିଗ୍ନେସ ମେୱାଣୀ ଏବଂ ଅଳ୍ପେଶ ଠାକୁରଙ୍କର। ନିଜ ନିଜ ସମାଜରେ ସେମାନଙ୍କର ବଡ଼ ପ୍ରଭାବ ଥିବାରୁ ବିଧାନସଭା ନିର୍ବାଚନ … Read More

ବେକାର ହେବା ଚିନ୍ତାରେ ଘାରି ହେଲେଣି ଦଳୀୟ ମୁଖପାତ୍ର

ନିର୍ବାଚନ ସମୟରେ ଅତ୍ୟନ୍ତ ସକ୍ରିୟ ଥିବା ରାଜନୈତିକ ମୁଖପାତ୍ରମାନଙ୍କ ଚିନ୍ତା ଧିରେ ଧିରେ ବଢିବାରେ ଲାଗିଛି। ବର୍ତ୍ତମାନର ରାଜନୈତିକ ପାଣିପାଗରେ ରାତିପାହିଲେ ସେମାନଙ୍କୁ ଖୋଜା ପଡୁଥିବାବେଳେ ନିର୍ବାଚନ ସରିଲେ ସେମାନେ କଣ କରିବେ ସେହି ଚିନ୍ତାରେ ଏବେ ଘାରି ହେଉଛନ୍ତି। ବିଶେଷକରି … Read More