#Lockdown3.0: ଶ୍ରମିକଙ୍କ ଟ୍ରେନ୍‌ ଖର୍ଚ ଦେବ ଜାତୀୟ କଂଗ୍ରେସ

ଭୁବବେଶ୍ଵର, (ଓଡ଼ିଶା ଟାଇମ୍‌): ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକଙ୍କ ଫେରନ୍ତା ଖର୍ଚ ଦେବ ଜାତୀୟ କଂଗ୍ରେସ। ଏଥିଲାଗି କଂଗ୍ରେସ ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ସୋନିଆ ଗାନ୍ଧି ଘୋଷଣା କରିଛନ୍ତି। ରାଜ୍ୟ କଂଗ୍ରେସମାନଙ୍କୁ ଏହି ଖର୍ଚ ତୁଲାଇବାକୁ ସେ ଆହ୍ବାନ ଦେଇଛନ୍ତି। ଦେଶ ଯେତେବେଳେ … Read More