୨୦ ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା
ସର୍ବଭାରତୀୟ କଂଗ୍ରେସ କମିଟିର ସ୍ଵତନ୍ତ୍ର ନିର୍ବାଚନ କମିଟି ଆଜି ଓଡ଼ିଶା ବିଧାନସଭା ପାଇଁ ୨୦ଟି ନୂଆ ନାଁ ଘୋଷଣା କରିଛି। ୨୦ ଆସନରେ ସେମାନେ ବିଧାନସଭା ନିର୍ବାଚନ ଲଢ଼ିବେ। ତାଙ୍କୁ ପାର୍ଟି ଟିକେଟ୍ ଦେବ। ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। … Read More