କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା, ୫୪ ବିଧାନସଭା ଆସନରୁ କିଏ ହେଲେ ପ୍ରାର୍ଥୀ

ଭୁବନେଶ୍ଵର, (ଓଟି): କଂଗ୍ରେସ ପକ୍ଷରୁ ରାଜ୍ୟ ବିଧାନସଭାର ୫୪ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ଏଥିରେ ମାତ୍ର ୪ ଜଣ ମହିଳା ସାମିଲ୍‌ ରହିଛନ୍ତି। ସେମାନେ ହେଲେ କୋରେଇରୁ ବନ୍ଦିତା ପରିଡ଼ା, ନୀଳଗିରିରୁ ରାଣୀ ମନୋଜା ମଞ୍ଜରୀ ଦେବୀ, ଉମରକୋଟରୁ … Read More