ପ୍ରାର୍ଥୀ ବଦଳାଇଲା କଂଗ୍ରେସ, ୪ନୂଆ ପ୍ରାର୍ଥୀଙ୍କ ନାଁ ଘୋଷଣା
ଭୁବନେଶ୍ଵର, (ଓଟି): ରାଜ୍ୟ ବିଧାନସଭା ପାଇଁ ୪ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି କଂଗ୍ରେସ। ଏଥିରେ ଦୁଇଜଣ ପୂର୍ବ ଘୋଷିତ ପ୍ରାର୍ଥୀଙ୍କୁ ବଦଳାଯାଇଥିବା କୁହାଯାଇଛି। ସେମାନେ ହେଲେ ରାଉରକେଲାର ମୁକ୍ତିକାନ୍ତ ବିଶ୍ଵାଳ ଏବଂ ହିଞ୍ଜିଳିରୁ ପ୍ରାର୍ଥୀ ଭାବେ ଟିକେଟ୍ ପାଇଥିବା ରାମକୃଷ୍ଣ … Read More