#OdishaFightsCorona: ୧୭ ଯାଏଁ ଭୁବନେଶ୍ଵରର ୫ ସ୍କୁଲରେ ହେବ କରୋନା ସାମ୍ପଲ୍ ସଂଗ୍ରହ
ଭୁବନେଶ୍ଵର, (ଓଟଇ): ରାଜ୍ୟରେ କରୋନା ସନ୍ଦିଗ୍ଧଙ୍କ ଟେଷ୍ଟିଂ ସଂଖ୍ୟାକୁ ବୃଦ୍ଧି କରିବା ଲକ୍ଷ୍ୟରେ ବିଭିନ୍ନ ଅଞ୍ଚଳ ଭିତ୍ତିରେ ନମୁନା ସଂଗ୍ରହ କରାଯିବ। ଏଥିଲାଗି ଭୁବନେଶ୍ଵରର ୫ ଦିଗରେ ୫ଟି ସ୍କୁଲ୍କୁ ଚିହ୍ନଟ କରାଯାଇଛି। ଏହି ସ୍କୁଲ୍ଗୁଡ଼ିକ ହେଲା ଝାରପଡ଼ାର ପ୍ରାଥମିକ ବିଦ୍ୟାଳୟ, … Read More