କୋଇଲା ରୟାଲ୍ଟି ବୃଦ୍ଧି ପାଇଁ ଦାବି କଲେ ମୁଖ୍ୟମନ୍ତ୍ରୀ
କୋଇଲା ରୟାଲ୍ଟି ସଂଶୋଧନ ୨୦୧୨ ମସିହାରେ ହୋଇଥିଲା। ଏ ଭିତରେ ୭ ବର୍ଷ ବିତିଲାଣି। କେନ୍ଦ୍ର ସରକାର ଏହାର ପୁନଃ ନିର୍ଦ୍ଧାରଣ ପାଇଁ ନୀତିକୁ ସଂଶୋଧନ କରନ୍ତୁ ବୋଲି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୋଟିବା … Read More