ରେଳ ପଠାଇବା ପୂର୍ବରୁ ରାଜ୍ୟ ସହ ଆଲୋଚନା କରନ୍ତୁ କେନ୍ଦ୍ର ସରକାର: ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ରେଳ ଚଳାଚଳ ଆରମ୍ଭ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିନେଇ କିଛି ପ୍ରସ୍ତାବ ରଖିଛନ୍ତି। ସେ କହିଛନ୍ତି ପ୍ରବାସୀ ଶ୍ରମିକଙ୍କୁ ରାଜ୍ୟକୁ ପଠାଇବା ସମୟରେ ଯେଉଁଭଳି ଭାବେ ରାଜ୍ୟ ସହ ରେଳ ମନ୍ତ୍ରଣାଳୟ ପରାମର୍ଶ କରୁଥିଲା … Read More