କ୍ରୀସମାସ୍‌ରେ ବର୍ଷା, ଶନିବାର ରାତିଠୁ ଗରମ

ଭୁବନେଶ୍ୱର, (ଓଟି): : ଚଳିତବର୍ଷ ଓଡ଼ିଶାବାସୀ ଭିଜା ବର୍ଷାରେ ପାଳିବେ ଖ୍ରୀଷ୍ଟମାସ୍ । ଆସନ୍ତା ଡିସେମ୍ବର ୨୪ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ପୂର୍ବାଂଚଳ ଆଡକୁ ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସର ଗତି … Read More