ଚୀନ୍ର ‘ପଥର ଫିଙ୍ଗାଳୀ’ ଯବାନଙ୍କ ସହ ମୁକାବିଲା କରିବାକୁ ଆଇଟିବିପି ଯବାନଙ୍କୁ ସ୍ୱତନ୍ତ୍ର ପୋଷାକ
୧୫ ଜୁନ୍ରେ, ଲଦାଖର ଗାଲଭାନ୍ ସଂଘର୍ଷରେ ଚୀନ୍ ସେନା ଭାରତୀୟ ସୈନିକମାନଙ୍କୁ ପଥର ଓ ବାଡ଼ି ସାହାଯ୍ୟରେ ଆକ୍ରମଣ କରିଥିଲା । ଭବିଷ୍ୟତରେ ଏହିପରି ଆକ୍ରମଣକୁ ଏଡ଼ାଇବା ପାଇଁ ବର୍ତ୍ତମାନ ଆଇଟିବିପି କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ଶରୀରର ସୁରକ୍ଷାକାରୀ ଉପକରଣ ଦିଆଯିବ । … Read More