ଲକ୍‍ଡାଉନ୍‌ରେ ବଢ଼ୁଛି ଶିଶୁ ପଣ୍ଣ ସାଇଟ ଚାହିଦା, ଆଇସିପିଏଫ୍‌ କହିଲା ଭୁବନେଶ୍ଵରରେ ଶିଶୁ ଅସୁରକ୍ଷିତ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): କରୋନା ରୋଗକୁ ନିୟନ୍ତ୍ରଣ କରିବା ତଥା ସଂକ୍ରମଣ ଶୃଙ୍ଖଳ ଭାଙ୍ଗିବାକୁ ସରକାର ଲକ୍‌ଡାଉନ୍‌କୁ କଡ଼ାକଡ଼ି ପାଳନ କରୁଛନ୍ତି କିନ୍ତୁ ଏହାର ପାଶ୍ଵର୍ର୍ ପ୍ରତିକ୍ରିୟା ସ୍ଵରୂପ ଲୋକଙ୍କ ପଣ୍ଣ (ନଗ୍ନ ଭିଡିଓ) ଦେଖିବା ଆଗ୍ରହ ବଢ଼ିବାରେ ଲାଗିଛି। ପୁଣି … Read More