ଚେଙ୍ଗଡୁରେ ଥିବା ଆମେରିକାର ବାଣିଜ୍ୟ ଦୂତବାସକୁ ବନ୍ଦ କରିବାକୁ ଚୀନ୍‌ର ନିର୍ଦ୍ଦେଶ

ଚୀନ୍ ଏବଂ ଆମେରିକା ମଧ୍ୟରେ ସମ୍ପର୍କ କ୍ରମାଗତଭାବେ ଖରାପ ହେବାରେ ଲାଗିଛି । ଆମେରିକାର ହ୍ୟୁଷ୍ଟନରେ ଚୀନ୍ ବାଣିଜ୍ୟ ଦୂତବାସ ବନ୍ଦ ହେବା ପରେ ଏହାର ପ୍ରତିଶୋଧ ନେଇ ଚେଙ୍ଗଡୁରେ ଥିବା ଆମେରିକା ଦୂତାବାସ ବନ୍ଦ କରିବାକୁ ଚୀନ୍ ନିର୍ଦ୍ଦେଶ ଦେଇଛି … Read More