ଦେବାଶୀଷଙ୍କୁ କ୍ଲିନ୍‌ ଚିଟ୍‌, ତାଙ୍କର କିଛି ଭୁଲ୍‌ ନାହିଁ ବୋଲି କହିଲେ ଚୈତନ୍ୟ ବେହେରା

ଭୁବନେଶ୍ଵର, (ଓଟି): ପୁଲ୍‌ୱାମା ଆତଙ୍କୀ ଆକ୍ରମଣରେ ଶହୀଦ ହୋଇଥିବା ମନୋଜ ବେହେରାଙ୍କ ଦାଦା ଚୈତନ୍ୟ ବେହେରାଙ୍କୁ ନେଇ ରାଜନୀତିକ ଝଡ଼ ଏବେ ସଙ୍କଟ ସୃଷ୍ଟି କରିଛି। ଡରରେ ହେଉ ବା ଆଶଙ୍କାରେ ଏହି ଝଡ଼ରେ ସ୍ଵୟଂ ଯେମିତି ଆଉ କ୍ଷତି ନହେବେ … Read More