ବୋଝ ବଢ଼ାଉଛନ୍ତି ବିଜୁଳି କମ୍ପାନୀ ନିର୍ଦେଶକ

ଭୁବନେଶ୍ଵର, (ଓଟି): ବିଭିନ୍ନ ବିଜୁଳି କମ୍ପାନୀରେ ନିଯୁକ୍ତି ପାଉଥିବା ନିର୍ଦେଶକମାନେ କମ୍ପାନୀ ଗୁଡ଼ିକ ଉପରେ ବୋଝ ସାଜୁଛନ୍ତି। ସେମାନେ କୌଣସି କମ୍ପାନୀର କର୍ମଚାରୀ ନୁହନ୍ତି। କୌଣସି ଲିଖିତ ବା ବାଚନିକ ପରୀକ୍ଷାରେ ପ୍ରତିଦ୍ଵନ୍ଦ୍ଵିତା କରି ପଦବୀ ପାଆନ୍ତି ନାହିଁ ତଥାପି ବିଭିନ୍ନ … Read More