ଆର୍ଥିକ ବର୍ଷ ସରିବାକୁ ବସିଛି, କେନ୍ଦ୍ରୀୟ ସହାୟତା ମିଳୁନି

୨୦୧୮-୧୯ ଆର୍ଥିକ ବର୍ଷ ସରିବାକୁ ବସିଲାଣି । ଆଉ ମାତ୍ର ମାସେ ରହିଲା । ଏଯାଏଁ କିନ୍ତୁ ବିଭିନ୍ନ ଯୋଜନା ବାବାଦରେ ୬୪୦୦ କୋଟି ଟଙ୍କା ଅନୁଦାନ ରାଜ୍ୟକୁ ମିଳିନି । ଆଜି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ … Read More