ଚୀନ୍ ଟିଭି ଚ୍ୟାନେଲ ସିସିଟିଭିର ପ୍ରଚାର ଯୁଦ୍ଧ ଲଦାଖରେ ଓଲଟା ହୋଇଛି-ଭାରତ ଦାବି ମଜଭୂତ

ଗାଲଭାନ୍ ଘାଟିରେ ଚୀନ୍‌ର ଅନୈତିକ କାର୍ଯ୍ୟକଳାପର ପ୍ରମାଣ ବର୍ତ୍ତମାନ ଟିଭି ଚ୍ୟାନେଲଦ୍ୱାରା ପ୍ରକାଶ ପାଇବାରେ ଲାଗିଛି । ଚୀନ୍‌ର ରାଷ୍ଟ୍ରାୟତ୍ତ ଟିଭି ଚ୍ୟାନେଲ ସିସିଟିଭି-୪ ଦର୍ଶାଇଛି ଯେ ଚୀନ୍ ସୈନିକମାନେ ଭାରତୀୟ ଅଞ୍ଚଳରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ଲଦାଖରେ … Read More