ପଶ୍ଚିମବଙ୍ଗ ଚିଟ୍‌ ଫଣ୍ଡ ମାମଲା;ରାଜୀବ ତଦନ୍ତରେ ସହଯୋଗ କରିବାକୁ ବାଧ୍ୟ: ସୁପ୍ରିମ୍‌କୋର୍ଟ

କୋଲକତା ପୁଲିସ୍‌ କମିଶନର ରାଜୀବ କୁମାର ବହୁଚର୍ଚ୍ଚିତ ଚିଟ୍‌ଫଣ୍ଡ ଦୁର୍ନୀତିର ତଦନ୍ତରେ ସହଯୋଗ କରୁନଥିବା ନେଇ ଆରମ୍ଭ ହୋଇଥିବା ମହାଭାରତରେ ଏବେ ନୂଆ ମୋଡ଼ ଆସିଛି। ଲଗାତାର ସିବିଆଇ ସମନ୍‌କୁ ଏଡ଼ାଇ ଆସୁଥିବା ରାଜୀବଙ୍କ ବାସଭବନକୁ ସିବିଆଇର ଟିମ୍‌କୁ ଯିବାକୁ ନଦେବା … Read More