ଦେଶରେ ପ୍ରଥମ: ଅମୁଲ ବିକିବ ଓଟ କ୍ଷୀର

ଅମୁଲ ପକ୍ଷରୁ ଦେଶରେ ପ୍ରଥମଥର ପାଇଁ ଆଜିଠାରୁ ଓଟ କ୍ଷୀର ବ୍ରିକି ଆରମ୍ଭ ହେଉଛି। ଏହାର ଶୁଭାରମ୍ଭ ଗୁଜୁରାଟର ଅହମ୍ମଦାବାଦ, କଚ୍ଛ ଏବଂ ଗାନ୍ଧୀନଗରରୁ ହେବ। ଗୁଜୁରାଟ କୋଅପରେଟିଭ ମିଲ‍୍‌କ ମାର୍କେଟିଂ ଫେଡେରେସନର ମହାପ୍ରବନ୍ଧକ ଆରଏସ ସୋଧି କହିଛନ୍ତି ଯେ ଗୁରୁବାରଠାରୁ … Read More