ଚାର୍ଟାଡ଼ ଆକାଉଣ୍ଟାଣ୍ଟସ କୋର୍ସ ପାଇଁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଫଳାଫଳ ଜରୁରୀ ନୁହେଁ

ଭୁବନେଶ୍ୱର,(ଓଡ଼ିଶାଟାଇମ୍‌):କରୋନା ସଂକ୍ରମଣ ପାଇଁ ସମଗ୍ର ଦେଶରେ ଲକଡାଉନ ଲାଗୁ ହୋଇଥିବାରୁ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ବାହାରିପାରି ନଥିଲେ ବି ଚାଟାର୍ଡ଼ ଆକାଉଂଟ କୋର୍ସରେ ନାମ ଲେଖାଇବା ପାଇଁ ଛାତ୍ରଛାତ୍ରୀମାନେ ଚାର୍ଟାର୍ଡ଼ ଆକାଉଂଟାଂଟ ଫାଉଣ୍ଡେସନରେ ନିଜ ନାମ ପଞ୍ଜିକରଣ କରିପାରିବା ପାଇଁ … Read More