ବଜେଟ୍ ୨୦୨୦: କ’ଣ ବଢ଼ିବ, ଆଉ କ’ଣ କମିବ
ଭୁବନେଶ୍ଵର, (ଓଟି): ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ସୁଦୀର୍ଘ ଅଭିଭାଷଣ ରଖି ଆସନ୍ତା ଆର୍ଥିକ ବର୍ଷ ଲାଗି ବଜେଟ୍ ଉପସ୍ଥାପନ କରିଛନ୍ତି। ଏପ୍ରିଲ୍୧, ୨୦୨୦ରୁ ଏହି ବଜେଟ୍ ଲାଗୁ ହେବ। କିଛି ପରିମାଣରେ ଏହି ବଜେଟ୍ ସାଧାରଣ ଲୋକଙ୍କୁ ସୁଫଳ ଦେଇପାରେ। … Read More