ବଜେଟ୍‌ ୨୦୧୯: ନବୀନ କହିଲେ ଦେଶର ବିକାଶ ପାଇଁ ଦୂରଦୃଷ୍ଟି ସମ୍ପନ୍ନ ଯୋଜନା

ଭୁବନେଶ୍ଵର, (ଓଟି): ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ଵାରା ଉପସ୍ଥପେନ କରାଯାଇଥିବା ବଜେଟ୍‌-୨୦୧୯କୁ ଏକ ଦୀର୍ଘକାଳୀନ ବିକାଶ ଲକ୍ଷ୍ୟରେ ପ୍ରସ୍ତୁତ କରାଯାଇଥିବା ଅର୍ଥାତ୍‌ ଦୂର ଦୃଷ୍ଟିସମ୍ପନ୍ନ ଯୋଜନା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଲକ୍ଷ୍ୟଗୁଡ଼ିକୁ ହାସଲ କରିବା ପାଇଁ ଆବଶ୍ୟକ … Read More