୪୦ ବର୍ଷ ପରେ ମହିଳାମାନଙ୍କୁ ସ୍ତନ କର୍କଟ ହେବା ଆଶଙ୍କା ରହିଛି

ଭୁବନେଶ୍ୱର, (ଓଟି) : ଯଦି ଆପଣ ମାସିକ ଋତୁସ୍ରାବରେ ଅନିୟମିତତା, କୋ÷ଣସି ସନ୍ତାନସନ୍ତତି ନ ହେବା ସମସ୍ୟା କିମ୍ବା ୩୦ ବର୍ଷ ପରେ ଗର୍ଭବତୀ ହୋଇଛନ୍ତି ତେବେ ଆପଣଙ୍କ କ୍ଷେତ୍ରରେ ବ୍ରେଷ୍ଟ କ୍ୟାନ୍ସର ହେବାର ଆଶଙ୍କା ରହିଛି । ଚାଳିଶି ବର୍ଷ … Read More