ଓଡିଶାର ଚାରି ଜଣ ପିଲାଙ୍କୁ ମିଳିବ ଜାତୀୟ ସାହାସିକତା ପୁରସ୍କାର

ଭାରତୀୟ ବାଲ କଲ୍ୟାଣ ପରିଷଦ ପକ୍ଷରୁ ୬୨ ତମ ଜାତୀୟ ସାହାସିକତା ପୁରସ୍କାର ୨୦୧୮ ଘୋଷଣା ହୋଇଛି। ସାଧରଣତନ୍ତ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ଏହି ପିଲାମାନଙ୍କୁ ସମ୍ବର୍ଦ୍ଧିତ କରିବେ। ମୋଟ୍ ୨୧ ଜଣଙ୍କୁ ମିଳିବ ଏହି ପୁରସ୍କାର। ସେମାନଙ୍କ … Read More