ରାଜନୀତିରେ ରଙ୍ଗ ପରିବର୍ତ୍ତନକାରୀ ଏଣ୍ଡୁଅ ଦିଲ୍ଲୀପ ରାୟ
ଏଣ୍ଡୁଅ ରଙ୍ଗ ପରିବର୍ତ୍ତନ କରେ ବୋଲି ସମସ୍ତେ ଜାଣନ୍ତି। ଏଣ୍ଡୁଅ ରଙ୍ଗ ପରିବର୍ତ୍ତନ କଲା ଭଳି ରାଜନେତାମାନେ ନିଜର ସ୍ୱାର୍ଥ ପାଇଁ ବୟାନ ମଧ୍ୟ ବାରମ୍ୱାର ବଦଳାଇବାକୁ ଲାଜ କରିନଥାନ୍ତି। ରାଉରକେଲାର ପୂର୍ବତନ ବିଧାୟକ ଦିଲ୍ଲୀପ ରାୟ ଆମ ରାଜ୍ୟର ଏପରି … Read More