ଆଇସିୟୁରେ ବ୍ରିଟିସ ପ୍ରଧାନମନ୍ତ୍ରୀ ବୋରିସ ଜନସନ
ଭୁବନେଶ୍ୱର,(ଓଟି)ଷ:ପ୍ରାୟ ଏକ ସପ୍ତାହ ପୂର୍ବେ କରୋନା ଭାଇରସରେ ଆକ୍ରାନ୍ତ ହେବା ପରେ ବ୍ରିଟିସ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଲଣ୍ଡନ ସ୍ଥିତ ସେଂଟ ଥୋମାସ ଡାକ୍ତରଖାନା ଆଇସିୟୁରେ ଭର୍ତୀ ହୋଇ ଚିକିତ୍ସିତ ହେଉଛନ୍ତି । ପ୍ରଧାନମନ୍ତ୍ରୀ ବୋରିସ ଜନସନ କରୋନା ଭାଇରସରେ ସଂକ୍ରମିତ … Read More