୨୧ରେ ପ୍ରକାଶ ପାଇପାରେ ମାଟ୍ରିକ୍ ପରୀକ୍ଷାଫଳ
ଭୁବନେଶ୍ଵର, (ଓଟି): ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ମାଟ୍ରିକ, ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଫଳ ଆସନ୍ତା ୨୧ତାରିଖ ମଙ୍ଗଳବାର ପୂର୍ବାହ୍ଣରେ ପ୍ରକାଶ ପାଇବା ସମ୍ଭାବନା ରହିଛି। ଏନେଇ ବୋର୍ଡ଼ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବା … Read More