ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲା: ବିଜେପି ନେତା ପାଇଲେ ସମନ

ବିଜେପିର ବିଜେପିର ଦୁଇ ନେତା ଭୃଗୃ ବକ୍ସିପାତ୍ର ଓ ଗୋଲକ ମହାପାତ୍ରଙ୍କ ନିକଟରେ ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ପୁଲିସ ସମନ ପହଞ୍ଚିଛି । ଓଡ଼ିଶା ପୁଲିସର ସ୍ପେଶାଲ ମେସେଞ୍ଜରଙ୍କ ଜରିଆରେ ଏହି ଦୁଇ ନେତାଙ୍କ ପାଖରେ ସମନ ପହଞ୍ଚିଛି । … Read More