ବିଜେପିରେ ଉତ୍କଳ ଭାରତ ବିଲୀନ: ଖାରବେଳ ପୁଣି ଧରିଲେ ପଦ୍ମ, ଲଢ଼ିବେ କନ୍ଧମାଳରୁ
ଉତ୍କଳ ଭାରତ ରାଜନୀତିକ ଦଳର ପ୍ରତିଷ୍ଠାତା ତଥା ପୂର୍ବତନ ସାଂସଦ ଐରଖାରବେଳ ସ୍ଵାଇଁ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ତାଙ୍କ ସହ ଉତ୍କଳ ଭାରତର ସମସ୍ତ କାର୍ଯ୍ୟକର୍ତ୍ତା ମଧ୍ୟ ବିଜେପିରେ ସାମିଲ୍ ହୋଇଛନ୍ତି। ଏହାଦ୍ଵାରା ଉତ୍କଳ ଭାରତର ବିଲୀନ ହୋଇଛି। … Read More