କଲେକ୍ଟର-ଏସପି ରିପୋର୍ଟରେ ବଳିପଡ଼ିଲେ ବିଧାୟକ!

ପାଲଲହଡ଼ା ବିଧାୟକ ମହେଶ ସାହୁଙ୍କୁ ପୁଣି ସେହି ସ୍ଥାନରୁ ଟିକଟ ଦେଲାବେଳେ ଦଳର ସଭାପତି ନବୀନ ପଟ୍ଟନାୟକ ଯେଉଁ ନିଷ୍ପତ୍ତି ନେଇଥିଲେ, ତାହା ଖୁବଶୀଘ୍ର ବଦଳି ଗଲା କେମିତି? ଗୋଟିଏ ବିଧାନସଭା ଆସନରୁ ତାଙ୍କ ଦଳର ବିଧାୟକ ଜିଣିବା କଷ୍ଟକର ବୋଲି … Read More

ସମ୍ୱଲପୁରରେ ତ୍ରିମୁଖୀ ଲଢ଼େଇ

ସମ୍ବଲପୁର ଆସନରେ ଏମବିବିଏସ ଡିଗ୍ରୀଧାରୀଙ୍କ ସହିତ ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ରଙ୍କର ଘମାଘୋଟ ଲଢ଼େଇ ହେବ। ସମ୍ବଲପୁର ଆସନ ହାତେଇବା ପାଇଁ ଜୟନାରାୟଣଙ୍କ ବିରୋଧରେ ମୈଦାନକୁ ଓହ୍ଲାଇଛନ୍ତି ଦୁଇ ନାମୀଦାମୀ ଡାକ୍ତର। ବିଜେପି ଏଠାରେ ପ୍ରଥମରୁ ଜୟ ନାରାୟଣ ମିଶ୍ରଙ୍କୁ ପ୍ରାର୍ଥୀ … Read More

ଜାଣନ୍ତୁ ବିଜେଡିର ୭ ମହିଳା ସାଂସଦ ପ୍ରାର୍ଥୀଙ୍କ ସମ୍ପର୍କରେ

ନିର୍ବାଚନରେ ମହିଳାଙ୍କ ପାଇଁ ପ୍ରତିଶ୍ରୁତି ରକ୍ଷା କରିବାର କଥା ଉଠିଲେ, ଦେଶର ସବୁ ରାଜନେତାଙ୍କ ଠାରୁ ଆଗରେ ରହିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଯେଉଁଥିପାଇଁ ଜାତୀୟ ରାଜନୀତିରେ ତାଙ୍କୁ ସବୁଠାରୁ ବିଶ୍ବାସ ଯୋଗ୍ୟ ରାଜନେତା ଭାବେ ଗ୍ରହଣ କରାଯାଏ … Read More

ଚିଟଫଣ୍ଡ ଅଭିଯୁକ୍ତଙ୍କୁ ବିଜେଡି ଟିକଟ : ପ୍ରତାପ ଷଡଙ୍ଗୀ

ବିଜୁ ଜନତା ଦଳର ଯେଉଁ ସାଂସଦ ଓ ବିଧାୟକମାନେ ଚିଟ୍‍ ଫଣ୍ଡରେ ସାମିଲ ଥିଲେ ସେମାନେ ସମସ୍ତଙ୍କୁ ଏବେ ପୁଣି ବିଜେଡି ଡାକିଆଣି ଟିକେଟ ଦେଇଛି। ତେଣୁ ଚିଟଫଣ୍ଡ ମାନେ ବିଜେଡି, ବିଜେଡି ମାନେ ଚିଟଫଣ୍ଡ, ଏକଥା ଆଜି ଓଡିଆ ଲୋକ … Read More

୪୮ ବିଧାନସଭା ଓ ୧୭ ଲୋକସଭା ଆସନରେ ବିଜେଡିର ନୂଆ ମୁହଁ

ବିଧାନସଭାରେ ବିଜେଡିର ୧୧୮ ବିଧାନସଭା ଆସନ ମଧ୍ୟରୁ ୮ଟି ପର୍ଯ୍ୟାୟରେ ସମସ୍ତ ୨୧ ଲୋକସଭା ଆସନ ଓ ୧୪୪ଟି ବିଧାନସଭା ଆସନ ଦଳ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏଥିରେ ୪୦ଜଣ ବିଧାୟକଙ୍କ ଟିକେଟ୍ ସମ୍ପୂର୍ଣ୍ଣ କଟିଥିବାବେଳେ ୪ଜଣ ବିଧାୟକଙ୍କ ବଦଳରେ … Read More

ବିଜେଡ଼ିରେ ମିଶିଲେ କାକଟପୁରର ବିଜେପି ପ୍ରାର୍ଥୀ

ନିକଟରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ପୂର୍ବତନ ବିଧାୟକ ଭାଗିରଥୀ ସେଠୀ ବିଜେପିରୁ ଟିକେଟ ପାଇବା ପରେ ବିଜେଡିରେ ସାମିଲ ହୋଇଥିବା ବେଳେ ଆଜି ଆଉ ଜଣେ ନେତା ମଧ୍ୟ ତାଙ୍କ ରାସ୍ତା ଆପଣାଇଛନ୍ତି। ୟାଙ୍କ ନାଁ ତୁଷାରକାନ୍ତି ବେହେରା। ତୁଷାରକାନ୍ତିଙ୍କୁ ବିଜେପି … Read More

ଆଦର୍ଶ ଆଚରଣ ବିଧିର ଉଲଙ୍ଘନ: ମନ୍ଦିର କାନ୍ଥରେ ଦଳୀୟ ଚିହ୍ନ

ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ରସୁଲପୁର ବ୍ଲକରୁ ୯ଗୋଟି ପଞ୍ଚାୟତ ସାମିଲ ହୋଇଛି। ପଞ୍ଚାୟତ ଗୁଡିକ ମଧ୍ୟରୁ ନଠୁଆବର ପଞ୍ଚାୟତରେ ଆଦର୍ଶ ଆଚରଣବିଧି ଉଲଙ୍ଘନ ହୋଇଛି। ପଞ୍ଚାୟତ କୃଷ୍ଣପଡା ଗ୍ରାମର ଗ୍ରାମଦେବତୀ କୁଆଶୁଣୀ ମନ୍ଦିର ବିଜେଡି କବଜାରେ ରହିଛି। ମନ୍ଦିର ମୁଖଶାଳା ଗୃହ … Read More

ବିରୋଧିଙ୍କ ଚ୍ୟାଲେଞ୍ଜର ସାମ୍ନା କରୁଛନ୍ତି ରାଜନୀତିର ଚତୁର ଖେଳାଳି

ରାଜନୀତି ସହ ସିଧାସଳଖ ନିଜର ପରିଚୟ ନଥିବା ନବୀନ ପଟ୍ଟନାୟକ ପିତା ବିଜୁ ପଟ୍ଟନାୟକଙ୍କ ପରଲୋକ ପରେ ଆସିଥିଲେ ଓଡ଼ିଶା। ରାଜନୈତିକ ଦୁନିଆ ସହ ତାଙ୍କର ଅଭିଜ୍ଞତା ଓ ଅନୁଭୂତି କମଥିବାରୁ ସେ କେତେ ଦିନ ରାଜନୀତିରେ ରହିବେ, ତାହାକୁ ନେଇ … Read More

୩ରୁ ଦକ୍ଷିଣ ଓଡ଼ିଶାରୁ ନବୀନଙ୍କ ମାରାଥନ ପ୍ରଚାର ଆରମ୍ଭ

ବିଜେଡିର ବିଜୟ ବାନା ଉଡାଇବା ପାଇଁ ସୁପ୍ରିମୋ ନବୀନ ପଟ୍ଟନାୟକ ଏପ୍ରିଲ ୩ରୁ ମାରାଥନ ପ୍ରଚାର ଆରମ୍ଭ କରିବେ। ପୂର୍ବରୁ ନୟାଗଡରେ ପ୍ରଚାର ମୈଦାନକୁ ଓହ୍ଲାଇ ସାରିଛନ୍ତି ନବୀନ । ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା … Read More

ପ୍ରଶାନ୍ତ ମୁଦୁଲିଙ୍କ ପ୍ରାର୍ଥୀତ୍ୱକୁ ବିରୋଧ

ଜଗତସିଂହପୁର ବିଜେଡି ଜିଲ୍ଲା କାର୍ଯ୍ୟାଳୟରେ ଭଙ୍ଗାରୁଜା ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଜଗତସିଂହପୁର ବିଧାନସଭା ଆସନରୁ ବିଜୁ ଜନତା ଦଳର ପ୍ରାର୍ଥୀ କରାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ଜଗତସିଂହପୁର ନିର୍ବାଚନମଣ୍ଡଳୀର ଆଶାୟୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। … Read More