ଓଡ଼ିଶାରେ ଏଥର ପଦ୍ମ ଫୁଟିବାକୁ ଯାଉଛି : ମୋଦୀ

ବାଲେଶ୍ୱରର ବସ୍ତାରେ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି,ଓଡ଼ିଶାରେ ପରିବର୍ତ୍ତନ ଆସିବାକୁ ଯାଉଛି। ପ୍ରଥମ ୨ଟି ପର୍ଯ୍ୟାୟ ମତଦାନ ପରେ ଏକଥା ସ୍ପଷ୍ଟ ହୋଇଛି ଯେ,ସାରା ଓଡ଼ିଶାରେ ଏଥର ପଦ୍ମ ଫୁଟିବାକୁ ଯାଉଛି। ଲୋକତନ୍ତ୍ରର … Read More

ଓଡ଼ିଶାରେ ବିଜେଡି ଯିବା ନିଶ୍ଚିତ : ମୋଦୀ

ଏଥର ଭାରତ ଏବଂ ଓଡ଼ିଶାରେ ବିଜେପିର ଡବଲ ଇଞ୍ଜିନ ସରକାର ହେବ। ଓଡ଼ିଶା ଗରିବ, ଦଳିତମାନଙ୍କ ସେବା କରିବାଲାଗି ମୋ’ ସରକାର ଯେଉଁଭଳି ଚେଷ୍ଟା କରିଛି, ସେଭଳି କେହି କରି ନଥିଲେ। ଓଡ଼ିଶାରେ ନୂଆ ସରକାର ହେଲେ ପୁଣି ଆସିବି । … Read More

ଅଧିକ ରାଜନୈତିକ ହିଂସାକାଣ୍ଡ ଘଟିବାର ଆଶଙ୍କା

ରାଜ୍ୟରେ ପ୍ରଥମ  ଦୁଇ ପର୍ଯ୍ୟାୟ ଅପେକ୍ଷା ଶେଷ ଦୁଇ ପର୍ଯ୍ୟାୟ ନିର୍ବାଚନ ଓଡିଶାରେ ବେଶ୍‍ ସରଗରମ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ଅଧିକ ରାଜନୈତିକ ହିଂସାକାଣ୍ଡ ଘଟିବାର ଆଶଙ୍କା ମଧ୍ୟ କରାଯାଉଛି । ଚାରିଟି ଲୋକସଭା ସହିତ ତତ୍‍ ସଂଲଗ୍ନ ୨୮ଟି … Read More

ନବୀନଙ୍କ ଭାବମୂର୍ତ୍ତି ବିଗାଡ଼ିବା ପାଇଁ ଭୟଙ୍କର ଚକ୍ରାନ୍ତ

ହାଇଟେକ ବସ ଭିଡିଓ ଭାଇରାଲ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦେହ ଭଲ ଅଛି କି ନାହିଁ ସେ ନେଇ ବାଦ ବିବାଦ ଏବଂ ତର୍କ ବିତର୍କ କିଛିଦିନ ହେଲା ଜୋରସୋରରେ ଚାଲିଛି। କେବଳ ଓଡ଼ିଶାରେନୁହେଁ, ଦେଶରେ ମଧ୍ୟ … Read More

ଭଦ୍ରକ ବିଧାନସଭା : ଅସିତ ଓ ନରେନଙ୍କ ହାତରେ ବିଜୟ ଚାବିକାଠି

ଭଦ୍ରକ ବିଧାନସଭା କ୍ଷେତ୍ର ରାଜନୀତିରେ ଦୁଇଜଣ ଯୁବନେତା ଅସିତ ଓ ନରେନଙ୍କ ଉପରେ ରାଜନୈତିକ ମହଲର ନଜର। ଅସିତ ହେଲେ ବିଧାୟକ ଯୁଗଳ ପଟ୍ଟନାୟକଙ୍କ ପୁଅ। ବିଜେଡିରେ ବେଶ ପ୍ରଭାବଶାଳୀ ଥିଲେ। ବାପା ବିଧାୟକ ଥିଲେ, ପୁଅ ଅସିତ ପୁରା ସଂଗଠନ … Read More

ବେଦପ୍ରକାଶଙ୍କ ସହିତ ନ୍ୟାୟ କରି ନଥିବା ମୋର ମନେ ହୁଏ : ବିଜୟ

ବରିଷ୍ଠ ବିଜେଡି ନେତା ତଥା ପାଟକୁରା ବିଧାୟକ ବେଦପ୍ରକାଶ ଅଗ୍ରୱାଲଙ୍କର ଆଜି ପରଲୋକ ହୋଇଯାଇଛି। ଏହି ଖବର ପାଇବା ପରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଦୁଃଖ ପ୍ରକାଶ କରିବା ସହିତ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଏହା ସହିତ … Read More

ରାଜ୍ୟ ସରକାରଙ୍କ ଅପରିଣାମଦର୍ଶିତା ଯୋଗୁଁ ରାଜ୍ୟବାସୀ ହତାଶ : ଗଡ଼କରୀ

ଆଜି ବାରିପଦା ଛଉ ପଡିଆରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ପ୍ରଚାର କରିଛନ୍ତି । ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି। ସେ କହିଛନ୍ତି ଯେ ରାଜ୍ୟ ସରକାର ଶିକ୍ଷା, ସ୍ଵାସ୍ଥ୍ୟ ଓ ଗମନାଗମନ … Read More

ଭୋଟରଙ୍କ ମତିଗତି ସନ୍ଦେହରେ : ୯୫ର ସ୍ଥିତି ପୁଣି ଫେରିବକି ୧୯ରେ?

୧୯୯୫ ଭୋଟ ଫଳାଫଳ ଯେଉଁମାନେ ଦେଖିଛନ୍ତି, ସେମାନଙ୍କ ମଧ୍ୟରେ ବଡ଼ ସନ୍ଦେହ ସୃଷ୍ଟି ହୋଇସାରିଲାଣି ଯେ, ହୁଏତ ୨୦୧୯ରେ ରିପିଟ ହେବ ୧୯୯୫। ୯୫ ନିର୍ବାଚନ ବିଜୁଙ୍କ ସ୍ୱପ୍ନକୁ ଚୁରମାର କରିଦେଇଥିଲା। ୧୯ ଯଦି ନବୀନଙ୍କ ସ୍ୱପ୍ନକୁ ଚୁରମାର କରିଦିଏ, ତେବେ … Read More

ହାରୁ ନେତାଙ୍କ କବଳରେ ଶଶୀ

ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଏଠାରୁ ବିଜେଡି ପ୍ରାର୍ଥୀ ହେବାପରେ ଏବେ କିଛି ହାରୁ ନେତାଙ୍କ ବଳୟରେ ପଡିଛନ୍ତି। କାଉନସିଲର ଓ ଜିଲ୍ଲାପରିଷଦ ନିର୍ବାଚନରେ ପ୍ରାର୍ଥୀହୋଇ ହାରିଥିବା ଏହି ନେତାମାନେ ଦୀର୍ଘଦିନ ହେଲା ବିଜେଡିରେ କୋଣଠେସା ହୋଇ ରହିଥିବାବେଳେ ନବାଗତ ଶଶୀଙ୍କୁ ପାଇ … Read More

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ପ୍ରଚାର

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର କରି ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। କେନ୍ଦୁଝର ଜିଲ୍ଲାରେ ପାଞ୍ଚ ବର୍ଷ ମଧ୍ୟରେ କେନ୍ଦ୍ର କ’ଣ କରିଛି? ଜିଲ୍ଲାର ଜାତୀୟ ରାଜପଥ ବାବଦରେ ଆପଣ ପଚାରନ୍ତୁ। ରେଳବାଇରେ ଜିଲ୍ଲା କେତେ ରାଜସ୍ୱ ଦେଉଛି … Read More