ନିଗମ ଆଶାରେ ବିଜେଡି ନେତାଙ୍କ ଆଖିରେ ନିଦ ନାହିଁ

ବଜେଟ ଅଧିବେଶନ ଏବେ ସରିବା ସରିବା ଉପରେ। ବିଧାନସଭାର ଚଳିତ ଅଧିବେଶନ ଭାରି ମାନ୍ଦା ଲାଗୁଛି। କାରଣ ଶାସକ ବିଜୁ ଜନତା ଦଳକୁ ବିଭିନ୍ନ ପ୍ରସଙ୍ଗରେ ବିରୋଧି ବିଜେପି ଓ କଂଗ୍ରେସ ଘେରିବା ପରିବର୍ତ୍ତେ ଅଧିକାଂଶ ସମୟରେ ନିଜ ନିଜ ଭିତରେ … Read More

ନିଜ ପରାମର୍ଶକୁ ନିଜେ କେବେ ପାଳିବେ ମୁଖ୍ୟମନ୍ତ୍ରୀ

ଗତ ୧୧ତାରି ଦିନ ମନ୍ତ୍ରୀ ପରିଷଦ ବୈଠକରେ ୫ଟି ବିଷୟ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟତଃ କ’ଣ କରିବେ ମନ୍ତ୍ରୀମାନେ, ସେ ବିଷୟରେ ନବୀନ ସେମାନଙ୍କୁ ପରାମର୍ଶ ଦେଇଛନ୍ତି। ଏଥିରେ ତୃତୀୟ ବିଷୟଟି ହେଉଛି, ମନ୍ତ୍ରୀମାନଙ୍କର ଗସ୍ତ ସଂକ୍ରାନ୍ତ। ଏ … Read More

ବିଜେପି ପ୍ରାର୍ଥୀଙ୍କୁ ରାଜ୍ୟସଭା ନିର୍ବାଚନରେ ନବୀନଙ୍କ ସମର୍ଥନ ଅନ୍ତରାଳେ

ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ନବୀନ ପଟ୍ଟନାୟକ ଜୁନ ୯ ତାରିଖରେ ପ୍ରଥମ ଥର ପାଇଁ ଦିଲ୍ଲୀ ଯାଇଥିଲେ। ଜୁନ ୧୦ ତାରିଖରେ ପୂର୍ବତନ ଆଇଏଏସ ଅଫିସର ଅଶ୍ୱିନୀ ବୈଷ୍ଣବ ବିଭିନ୍ନ କମ୍ପାନୀର ନିର୍ର୍େଦ୍ଦଶକ ପଦରୁ … Read More

ବିଜୁ ଯୁବ ବାହିନୀ ଏବେ ସ୍ଥାଣୁ

ରାଜ୍ୟରେ ଗତ କିଛି ବର୍ଷ ହେଲା ବେକାରଙ୍କ ସଂଖ୍ୟା ଉତ୍କଟ ରୂପ ଧାରଣ କରିବାରେ ଲାଗିଛି। ୨୦୧୪ ବେଳକୁ ପଞ୍ଜିକୃତ ବେକାରଙ୍କ ସଂଖ୍ୟା ୧୫ଲକ୍ଷରେ ପହଞ୍ଚିଥିବା ବେଳେ ଏହାକୁ ନେଇ ବେକାରମାନଙ୍କ ପକ୍ଷରୁ ଶାସନତନ୍ତ୍ର ବିରୋଧରେ ସ୍ୱର ଉଠିଥିଲା। ଏହାକୁ ଦୃଷ୍ଟିରେ … Read More

ବିଜେଡି-ବିଜେପିର ପଶ୍ଚିମ ଓଡ଼ିଶା କାର୍ଡ

ବିଜେପୁର ଭୋଟର ୧୬/୧୭ ମାସ ବ୍ୟବଧାନରେ ଦ୍ୱିତୀୟ ଉପନିର୍ବାଚନ ଦେଖିବାକୁ ଯାଉଛନ୍ତି। ଅର୍ଥାତ ୧୮ମାସ ଭିତରେ ଗୋଟିଏ ଆସନରେ ତିନିଟି ନିର୍ବାଚନ ହେବା ଓଡ଼ିଶା ଇତିହାସରେ ପ୍ରଥମ ଘଟଣା। ତେବେ ବିଜେପୁର ଆସନକୁ ନେଇ ପୁଣି ଥରେ ଯେ, ବିଜୁ ଜନତା … Read More

ବିଜେପୁର ଛାଡ଼ିବେ ନବୀନ!

ବିଜେପୁର ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାୟ ଦୁଇବର୍ଷ ଆଗରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ପ୍ୟାକେଜ ଘୋଷଣା କରିଥିଲେ। ବୋଧହୁଏ ବିଜେପୁରବାସୀ ଏହାକୁ ଭୁଲି ନଥିବେ। ଓଡ଼ିଶାବାସୀ ବରଂ ଏହାକୁ ମନେ ରଖି ନଥିବେ। କାରଣ ଏହା ଭିତରେ ବିଜେପୁର ଉପନିର୍ବାଚନ … Read More

ମୟୁରଭଞ୍ଜ ବିଜେଡିର ଦୁଃଖ ‘ପାଟିଲ’

ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟରେ ଅପରାଜେୟ ହୋଇ ୫ମଥର ପାଇଁ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ମାତ୍ର ବିଜେଡି ଓ ଟିମ ନବୀନ ମୟୂରଭଞ୍ଜ ଜିଲ୍ଲାରେ ବିଫଳ ହେବା ଚର୍ଚ୍ଚାର ବିଷୟ ହୋଇଛି। ୨୦୧୪ ମସିହା … Read More

ପଞ୍ଚମ ଇନିଂସ ଆରମ୍ଭ : ଚିଟଫଣ୍ଡ ଦୁର୍ନୀତି ଓ ସିବିଆଇ ଭୟ ଅଧିକ ପ୍ରତିଫଳିତ

ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସହିତ ନବୀନ ପଟ୍ଟନାୟକ ଆଜି ଠାରୁ ତାଙ୍କର ନୂଆ ଇନିଂସ ଶାସନ ଆରମ୍ଭ କରିଛନ୍ତି । ସ୍ଥାନୀୟ ପ୍ରଦର୍ଶନୀ ପଡିଆ ଠାରେ ଭାଇ ଭଉଣୀଙ୍କ ଉପସ୍ଥିତିରେ ଶ୍ରୀ ପଟ୍ଟନାୟକ ଆଜି ଶପଥ … Read More

୭ରୁ ୫ବିଜେଡି ମହିଳା ଲୋକସଭା ପ୍ରାର୍ଥୀ ବିଜୟୀ

ନିର୍ବାଚନ ପୂର୍ବରୁ ନବୀନ ଯେଉଁ ମହିଳା କାର୍ଡ ଖେଳିଥିଲେ, ତା’ର ସୁଫଳ ବିଜେଡିକୁ ମିଳିଛି। ମହିଳା ସଂରକ୍ଷଣ ବିଲ୍‌ ସପକ୍ଷରେ ଅଭିଯାନ ଚଳାଇ ପ୍ରଶଂସାର ପାତ୍ର ହୋଇଥିବା ନବୀନ, ୩୩ ପ୍ରତିଶତ ମହିଳାଙ୍କୁ ଲୋକସଭା ପ୍ରାର୍ଥୀ କରି ସାରାଦେଶରେ ଉଦାହରଣ ପାଲଟିଥିଲେ। … Read More

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଶପଥ ନେବେ

ବିଜେଡିକୁ ନିର୍ବାଚନରେ ଜବରଦସ୍ତ ସଫଳତା ମିଳିଛି। ଆଉ ପଞ୍ଚମଥର ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଆସନ୍ତା ସୋମବାର ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଜଣାପଡ଼ିଛି। ସେ କ୍ରମାଗତ ଭାବେ ପଞ୍ଚମ ଥର ପାଇଁ … Read More