ବଢ଼ୁଛି ପ୍ରଣବଙ୍କ ଟିକଟ ଚିନ୍ତା
ସାଧାରଣ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ହେବା ପରେ ଦଳୀୟ ଟିକଟ ପାଇବା ପାଇଁ ଏବେ ରାଜନୈତିକ ଉଷ୍ମତା ଜୋର ଧରିବାରେ ଲାଗିଛି। ରାଜ୍ୟର ବହୁ ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ଧର୍ମଶାଳାରେ ଏବେ ପ୍ରମୁଖ ରାଜନୈତିକ ଦଳମାନଙ୍କର ଟିକଟ ଆଶାୟୀଙ୍କ ଭିଡ଼ ଯୋଗୁଁ ପାଣିପାଗ … Read More