ବିଜେପିକୁ ବିଜେଡି ଅସନ୍ତଷ୍ଟ କେତେ ସହାୟକ ହେବେ?

୨୦୧୪ରେ ବିଜୁ ଜନତା ଦଳରେ ଯେଉଁମାନଙ୍କର ଟିକଟ କଟୁଥିଲା, ସେମାନେ ଖୋଲା ବିଦ୍ରୋହ କରିବାକୁ ସାହସ ଜୁଟାଇ ପାରୁ ନଥିଲେ। ଚୁପ ରହୁଥିଲେ କିମ୍ୱା ଦଳର ନୂଆ ପ୍ରାର୍ଥୀଙ୍କୁ ସମର୍ଥନ କରିଯାଉଥିଲେ। କିନ୍ତୁ ଏଥର ରାଜନୈତିକ ପରିସ୍ଥିତ ସମ୍ପୂର୍ଣ୍ଣ ଓଲଟା। ଟିକଟ … Read More

କନ୍ଧମାଳ ସାଂସଦ ଓ ଦଶପଲ୍ଲା ବିଧାୟକଙ୍କ ବିଜେଡିରୁ ଇସ୍ତଫା

ବିଜେଡ଼ିରୁ ଜଣଙ୍କ ପରେ ଜଣେ ସାଂସଦ ଓ ବିଧାୟକ ଇସ୍ତଫା ଦେବାରେ ଲାଗିଛନ୍ତି। ଟିକେଟ ପାଇବାରୁ ବଞ୍ଚିତ ହୋଇଥିବା ଆଉଜଣେ ବିଜେଡି ସାଂସଦ ଓ ବିଧାୟକ ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ଆଜି କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ … Read More

ନିରାଡମ୍ୱରଭାବେ ନବୀନଙ୍କ ପ୍ରାର୍ଥୀପତ୍ର ଦାଖଲ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳୀ ବିଧାନସଭା ପାଇଁ ଛତ୍ରପୁର ଉପଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।  ଦିନ ୧୧: ୧୦ ମିନିଟ୍‌ ସମୟରେ ଶ୍ରୀ ପଟ୍ଟନାୟକ ଛତ୍ରପୁରସ୍ଥିତ ଅତିରିକ୍ତ ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଙ୍ଗ୍‌ ଅଫିସର୍‌ଙ୍କ ନିକଟରେ ୪ ସେଟ୍‌ ପ୍ରାର୍ଥୀପତ୍ର … Read More

ପୂର୍ବତନ ବିଧାୟକ କେ.ନାରାୟଣ ରାଓଙ୍କ ବିଜେଡିରୁ ଇସ୍ତଫା

ପାରଳାଖେମୁଣ୍ଡି ବିଧାନସଭା ଆସନ ଲାଗି ବିଜେଡି ଟିକେଟ ପାଇ ନଥିବା ପୂର୍ବତନ ବିଧାୟକ କେ.ନାରାୟଣ ରାଓ ମଧ୍ୟ ଦଳ ଛାଡ଼ିଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ପରେ ପାରଳାଖେମୁଣ୍ଡି ବିଜେଡିରେ ଅସନ୍ତୋଷ ଦେଖାଯାଇଥିଲା। … Read More

ବିଜେଡିରୁ କୁସୁମ ଟେଟେ-ପ୍ରମୋଦ ପଟ୍ଟନାୟକଙ୍କ ଇସ୍ତଫା

ବିଜେଡିରୁ କୁସୁମ ଟେଟେ ଇସ୍ତଫା ଦେଇଥିବା ଜଣାଯାଇଛି।ସେ ପ୍ରାର୍ଥୀ ଚୟନରେ ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଘୋଷଣା ଦେଇଥିବା କହିଛନ୍ତି।  ନିଜର ଇସ୍ତଫା ଘୋଷଣା ବେଳେ କୁସୁମ କାନ୍ଦି କାନ୍ଦି କହିଛନ୍ତି ଯେ ତାଙ୍କୁ ଦଳ ୫ ବର୍ଷ ଚାକର ଭଳି … Read More

ହତାଶ ହେବେ ଛାତ୍ର ନେତା ?

ରାଜ୍ୟର ତିନି ପ୍ରମୁଖ ରାଜନୈତିକଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ତାଲିକାକୁ ଚୂଡାନ୍ତ ରୂପ ଦେଉଥିବାବେଳେ କୌଣସି ଦଳର ଛାତ୍ରନେତାଙ୍କ ନାମ ଚର୍ଚ୍ଚାକୁ ନଆସିବା ଏବେ ଅନେକଙ୍କୁ ହତାଶ କରିଛି। ବିଶେଷକରି ବିଜେଡିରୁ ଟିକଟ ପାଇବାପାଇଁ ପାଗ ବାନ୍ଧିଥିବା କିଛି … Read More

ଯାହାବି କିଛି ଘଟିଛି ନବୀନବାବୁଙ୍କ ପାଇଁ : ପ୍ରମିଳା ବିଶୋଇ

ମୁଁ ହିନ୍ଦୀ କିମ୍ବା ଇଂରାଜୀ ଜାଣେନାହିଁ ଜୀବନର ପ୍ରଥମ ନିର୍ବାଚନ ସାଂସଦ ପାଇଁ ଲଢିବାକୁ କେବେ ବି ସ୍ୱପ୍ନରେ ସୁଦ୍ଧା ଭାବିନଥିବା ଗଞ୍ଜାମ ଜିଲ୍ଲାର ଜଣେ ୭୦ ବର୍ଷ ବୟସ୍କ ମହିଳାଙ୍କୁ ବିଜୁ ଜନତା ଦଳ ଆସିକା ଆନରେ ପ୍ରାର୍ଥୀ ଭାବେ … Read More

‘ଲଢ଼ାଇ ଜିତନୀ ଜୋରଦାର ହୋଗୀ, ଜିତ୍ ଭି ଉତନୀ ଶାନଦାର ହୋଗୀ’।

‘ଲଢ଼ାଇ ଜିତନୀ ଜୋରଦାର ହୋଗୀ, ଜିତ୍ଭୀ ଉତନୀ ଶାନଦାର ହୋଗୀ’ ବୋଲି ବିଜୁ ଜନତା ଦଳର ସୁନ୍ଦରଗଡ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହେବା ପରେ ଏଭଳି ମନ୍ତବ୍ୟ ଦେଇଛନ୍ତି ସୁନୀତା ବିଶ୍ୱାଳ। ବର୍ତ୍ତମାନ ସୁନ୍ଦରଗଡରେ ବିଜେପିର ଜୁଏଲ ଓରାମ … Read More

କେମ୍ୱ୍ରିଜ ଏନାଲିଟିକା ମଡେଲକୁ ନେଇ ଶାସକଦଳରେ ଆତଙ୍କ ଓ ଅସନ୍ତୋଷ

ନିର୍ବାଚନରେ ବିଜୟକୁ ପ୍ରାର୍ଥୀ ଚୟନ କ୍ଷେତ୍ରରେ ଯଦି କୌଣସି ଦଳ ବେଶି ଆଶଙ୍କା ଓ ଆତଙ୍କରେ ଅଛି, ତେବେ ସେଇଟି ହେଉଛି ବିଜୁ ଜନତା ଦଳ। ଏହା ପୂର୍ବରୁ ୪ଟି ନିର୍ବାଚନ ସ୍ୱଚ୍ଛନ୍ଦରେ ଏବଂ ଅନାୟସରେ ବିଜେଡି ଜିତିଛି। ଶେଷ ଦୁଇଟି … Read More

ପ୍ରଥମ ପର୍ଯ୍ୟାୟ ବିଜେଡି ତାଲିକା ଘୋଷଣା

ରାଜ୍ୟର ସର୍ବବୃହତ୍‌ ଦଳ ତଥା ଶଶସକ ବିଜେଡି ପକ୍ଷରୁ ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏଥିରେ ୯ଟି ଲୋକସଭା ଆସନ ପାଇଁ ୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା ସହ ଏହି ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୫୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ କିଏ ହେବେ ତାହା ଘୋଷଣା କରାଯାଇଛି।