ସୁନ୍ଦରଗଡ଼ ନିର୍ବାଚନରେ ୩ ନୂଆ ମୁହଁ

ଦୁଇ ଭଉଣୀ : ଅନିତା ଓ ଅମିତାବିଜେବି କଲେଜ ଛାତ୍ର ରେହିତ ଯୋଶେଫ ତିର୍କୀ ଚଳିତ ନିର୍ବାଚନରେ ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାରେ ୩ଜଣ ନୂଆ ମୁହଁ ଦେଖିବାକୁ ମିଳିଛି। ନୂଆ ମୁହଁ ଭିତରେ ଦୁଇ ମହିଳା ଥିବାବେଳେ ଜଣେ ପୁରୁଷ … Read More

ବିଜେଡିରେ ବିଜେପି ପ୍ରାର୍ଥୀ ଭାଗିରଥୀ ସେଠୀ

ନିର୍ବାଚନୀ ଋତୁରେ ଚାଲିଛି ଦଳବଦଳ। ଟିକେଟ୍ ନ ମିଳିବାରୁ ଅନେକ ନେତା ଦଳ ବଦଳାଉଥିବା ବେଳେ ଜଣେ ପୂର୍ବତନ ବିଧାୟକ ଟିକେଟ୍ ପାଇ ସୁଦ୍ଧା ଦଳ ବଦଳାଇଛନ୍ତି। ତାଙ୍କ ନାଁ ଭାଗିରଥୀ ସେଠୀ। ସେ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ପୂର୍ବତନ … Read More

ସୁବାସଙ୍କୁ ରାଜ୍ୟ ସାଧାରଣ ସମ୍ପାଦକ ସହ ୪ ଜିଲ୍ଲା ଦାୟିତ୍ୱ

ଲୋକସଭା ଟିକେଟ ନପାଇବାରୁ ବିଜେପି ଛାଡ଼ିଥିବା ସୁବାସ ଚୌହାନଙ୍କୁ ବିଜେଡି ଆଜି ସାଂଗଠନିକ ପଦପଦବୀରେ ଥଇଥାନ କରିଛି। ବିଜେଡିରେ ଯୋଗ ଦେବାର ୨୪ଘଣ୍ଟା ନପୁରୁଣୁ ବିଜେଡି ତାଙ୍କୁ ଦଳର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେବା ସହ କଳାହାଣ୍ଡି, ବରଗଡ଼, … Read More

ବିଜେଡିରେ ଦିଲୀପ ରାୟଙ୍କର ଆବଶ୍ୟକତା ନାହିଁ

ରାଉରକେଲା ଉନ୍ନତି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବିଶୋଦଗାର କରି ବିଜେପିରୁ ଇସ୍ତଫା ଦେଇଥିବା ରାଜନେତା ତଥା ବିଶିଷ୍ଟ ବ୍ୟବସାୟୀ ଦିଲୀପ ରାୟ ବିଜେଡି ଯିବେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ତାର ଆଉ ସମ୍ଭାବନା ନାହିଁ ବୋଲି ରାଜନୀତିକ … Read More

ନିର୍ବାଚନୀ ମଇଦାନରେ ଚାରି ରାଜ୍ୟସଭା ସାଂସଦ

ବିଜେଡି ଆଜି ତାର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ପରେ ନିର୍ବାଚନୀ ମଇଦାନକୁ ଚାରିଜଣ ରାଜ୍ୟସଭା ସାଂସଦ ଓହ୍ଲାଇଛନ୍ତି। ଏମାନଙ୍କ ମଧ୍ୟରୁ ତିନି ଜଣ ଲୋକସଭା ପାଇଁ ପ୍ରାର୍ଥୀ ହୋଇଥିବାବେଳେ ଜଣଙ୍କୁ ବିଧାନସଭା ଟିକଟ ମିଳିଛି।ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ରାଜ୍ୟସଭା … Read More

୩୬ ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା

ଭୁବନେଶ୍ଵର,(ଓଟି): ଏକ ବଡ଼ ନିଷ୍ପତ୍ତି କ୍ରମେ ବିଜେଡି ସଭାପତି ୩୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ନଜର ପକାଇ ନିଅନ୍ତୁ କିଏ କେଉଁଠୁ ହେବେ ପ୍ରାର୍ଥୀ। କେଉଁଠୁ କିଏ ( ବିଧାନସଭା ମଣ୍ଡଳୀ) ବ୍ରହ୍ମଗିରି ସଞ୍ଜୟ ଦାସବର୍ମା … Read More

ଅମଙ୍ଗ ଅରୁଣ

ନିର୍ବାଚନ ଯେତିକି ପାଖେଇ ଆସୁଛି ସବୁ ଦଳରେ ରାଜନୀତିକ ଉଷ୍ମତା କ୍ରମଶଃ କ୍ଲାଇମାକ୍ସ ଆଡ଼କୁ ଗତିକରୁଛି। ବିଶେଷକରି ଶାସକ ଦଳ ବିଜେଡିର ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ସର୍ବାଧିକ ଉଷ୍ମତା ପରିଲକ୍ଷିତ ହୋଇଛି। ତେବେ ଏହି ସମୟରେ ଭିନ୍ନ ଏକ ଘଟଣା ରାଜନୀତିକ … Read More

ସମ୍ୱଲପୁର ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ହୋଇପାରନ୍ତି ସୁବାସ!

ବରଗଡ ଲୋକସଭା ଆସନ ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚକ୍ରାନ୍ତ ଯୋଗୁଁ ଟିକଟ ପାଇବାରୁ ବଞ୍ଚିତ ହୋଇଥିବା ସୁବାସ ଚ୍ଭୌହ୍ୱାନ ଆଜି ବିଜେଡିରେ ଯୋଗ ଦେବା ପରେ ତାଙ୍କୁ ନେଇ ରାଜନୈତିକ ଅଟକଳ ଆରମ୍ଭ ହୋଇଯାଇଛି। ବିଜୁ ଜନତା ଦଳ ବର୍ତ୍ତମାନ ସୁଦ୍ଧା … Read More

ବିଜେଡିରେ ଯୋଗଦେଲେ ସୁବାସ ଚୌହ୍ୱାନ

ବରଗଡ଼ ଲୋକସଭା ଆସନ ପାଇଁ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ଚକ୍ରାନ୍ତର ଶୀକାର ହୋଇ ଦଳୀୟ ଟିକଟରୁ ବଞ୍ଚିତ ହେବା ପରେ ସୁବାସ ଚୌହ୍ୱାନ ଶାସକ ବିଜେଡିରେ ସାମିଲ ହୋଇଛନ୍ତି। ନିଜର ସମର୍ଥକମାନଙ୍କୁ ନେଇ ଶ୍ରୀ ଚୌହ୍ୱାନ ଆଜି ନବୀନ ନିବାସରେ … Read More

ନିର୍ବାଚନରୁ ଓହରିଲେ ପ୍ରଭାତ ବିଶ୍ୱାଳ

କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ ୨୦୧୯ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖିଛନ୍ତି। ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ବୋଲି ସେ ଚିଠରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିବା କଥା ଜଣାପଡ଼ିଛି। … Read More