ଗୋଷ୍ଟୀ କନ୍ଦଳରେ ଜର୍ଜରିତ କେନ୍ଦ୍ରାପଡ଼ା ବିଜେଡି

ଗୋଟିଏ ଗୁଳିରେ କିଶୋର-ଧ୍ରୁବ-ପ୍ରତାପଙ୍କୁ ଶିକାର ପାଇଁ ଗୋଟି ଚାଳନା କେନ୍ଦ୍ରାପଡା ଜିଲ୍ଲାର ଦୁଇଟି ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିନଥିବାବେଳେ ଏବେ ରାଜନଗର ଆସନରୁ ଦଳୀୟ ପ୍ରାର୍ଥୀ ହୋଇଥିବା ଜିଲ୍ଲା ବିଜେଡି ସଭାପତି ଧ୍ରୁବ ସାହୁଙ୍କ ବିରୁଦ୍ଧରେ କିଛି ଲୋକ … Read More

ବିଜେଡିକୁ ରାମଚନ୍ଦ୍ର ଓ ବିଜେପିକୁ ପୁରୁଷୋତ୍ତମ ଚିନ୍ତା; ବାଜି ମାରି ନେବ କି ଜେଏମଏମ

ମୟୁରଭଞ୍ଜ ଜିଲ୍ଲାରେ ଚଳିତ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ତାରିଖ ନିର୍ଦ୍ଧାରଣ ହୋଇସାରିଥିବା ବେଳେ ଆସନ୍ତ ୨ରୁ ୯ ତାରିଖ ମଧ୍ୟରେ ହେବ ପ୍ରାଥିର୍ପତ୍ର ଦାଖଲ। ବିଜେପିର ୯ଟି ବିଧାନସଭା ସିଟ ମଧ୍ୟରୁ ୭ଟି ଘୋଷଣା କରିସାରିଥିବା ବେଳେ ଲୋକସଭା … Read More

ବାଲେଶ୍ୱର ସଦର ଆସନ: ବିଜେପି-ବିଜେଡିର ରଣନୀତି ପ୍ରସ୍ତୁତ,ପଛରେ କଂଗ୍ରେସ

ଚଳିତ ଓଡିଶା ବିଧାନସଭା ନିର୍ବାଚନକୁ ନେଇ ସମଗ୍ର ରାଜ୍ୟରେ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ବିଭିନ୍ନ କ୍ଷେତ୍ର ପାଇଁ ରଣନୀତି ପ୍ରସ୍ତୁତି ଚାଲିଥିବା ବେଳେ ବାଲେଶ୍ୱରରେ ରାଜନୀତି ଅଙ୍କକଷା ଜୋରଦାର ହେଉଥିବା ଲକ୍ଷ୍ୟ କରାଯାଇଛି । ଏହି ଆସନ ପାଇଁ ବିଜେପି … Read More

ଭଦ୍ରକ ବିଜେଡିରେ ଅସନ୍ତୋଷର ନିଆଁ

ଭଦ୍ରକ ରାଜନୀତି ଏତେଶୀଘ୍ର ମୋଡ଼ ବଦଳାଇବ ବୋଲି କିଏ ଭାବିଥିଲା? ବରିଷ୍ଠ ସାଂସଦ ଅଜୁର୍ନ ସେଠୀ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇସାରିଛନ୍ତି। ଭଦ୍ରକ ବିଧାୟକ ବରିଷ୍ଠ ନେତା ଯୁଗଳ ପଟ୍ଟନାୟକଙ୍କୁ ଟିକଟ ନଦେଇ ଧାମନଗରର ପୂର୍ବତନ ସ୍ୱର୍ଗତ ବିଧାୟକ ମାନସ … Read More

କେନ୍ଦ୍ରାପଡ଼ା ରାଜନୀତି : ମୁଖ୍ୟ ମଙ୍ଗୁଆଳ ଅତନୁ; ଅସନ୍ତୋଷ କିନ୍ତୁ ଚରମରେ

ଭାରତୀୟ ଜନତା ପାର୍ଟି ମଇଦାନରେ ବିଜୟ ମହାପାତ୍ରଙ୍କ ପୁନଃ ପ୍ରବେଶ ଏବଂ ବିଜୁ ଜନତା ଦଳର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କର କେନ୍ଦ୍ରାପଡାରୁ ବିଜେପି ସାଂସଦ ପ୍ରାର୍ଥୀ ହେବା ବିଜୁ ଜନତା ଦଳକୁ ଭୀଷଣ ଚିନ୍ତିତ କରିପକାଇଛି। ବୈଜୟନ୍ତଙ୍କର ମୁକାବିଲା ପାଇଁ … Read More

ବିଜେଡିରୁ ରଘୁ ମହାନ୍ତିଙ୍କ ଇସ୍ତଫା

ଗତକାଲି ଉଠା ଜଳ ସେଚନ ନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ରଘୁନାଥ ମହାନ୍ତି ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ଦଳର ପ୍ରାଥମିକ ସଦସ୍ୟତା ସହିତ ଉପ-ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ … Read More

ରଘୁଙ୍କ ଇସ୍ତଫା : ଟିକଟ ପାଇଁ ଚାପ ନୁହେଁ ତ?

ବସ୍ତା ରାଜନୀତିରୁ ବନବାସ ନେଇଥିବା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ପୁଣି ଏବେ ଚର୍ଚ୍ଚାରେ। ବର୍ଷକ ତଳେ ବିଜେପିକୁ ଯିବା ପାଇଁ କଥା ହେବାରୁ ତାଙ୍କୁ ବିଜେଡି ନେତୃତ୍ୱ ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ପଦରେ ଥଇଥାନ କରିଥିଲେ। କିନ୍ତୁଶ୍ରୀ ମହାନ୍ତି … Read More

୯ଥରର ସାଂସଦ ଅର୍ଜୁନ ଚରଣ ସେଠୀ ବିଜେଡିରୁ ଇସ୍ତଫା ଦେଲେ

ଭଦ୍ରକ ଲୋକସଭା ଆସନରୁ ଟିକେଟ୍ ନ ମିଳିବାରୁ ସାଂସଦ ଅର୍ଜୁନ ଚରଣ ସେଠୀ ଦଳର ପ୍ରାଥମିକ ସଦସ୍ୟତା ସହିତ ଜିଲ୍ଲା ସଭାପତି ଓ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ … Read More

ସର୍ଭେ : ଓଡ଼ିଶାରେ ବିଜେପିକୁ ବମ୍ପର ବିଜୟ

ବିଜେପି-୧୩ ବିଜେଡି-୦୭ କଂଗ୍ରେସ-୦୧ ଲୋକସଭା ନିର୍ବାଚନ ପୂର୍ବରୁ ଏବିପି ନ୍ୟୁଜ୍‌ ପକ୍ଷରୁ ଜନତାଙ୍କ ମତାମତ ଜାଣିବା ପାଇଁ ସ୍ଥାନୀୟ ସାମ୍ୱାଦିକଙ୍କ ସହିତ ଆଲୋଚନା ପରେ ଓଡ଼ିଶାର ସମସ୍ତ ଲୋକସଭା ନିର୍ବାଚନ ମଣ୍ନଳୀରେ ସର୍ଭେ କରାଯାଇଥିଲା। ଏହି ସର୍ଭେ ଅନୁସାରେ ଓଡ଼ିଶାରେ ବିଜେପିକୁ … Read More

ସୁନ୍ଦରଗଡ଼ ନିର୍ବାଚନରେ ୩ ନୂଆ ମୁହଁ

ଦୁଇ ଭଉଣୀ : ଅନିତା ଓ ଅମିତାବିଜେବି କଲେଜ ଛାତ୍ର ରେହିତ ଯୋଶେଫ ତିର୍କୀ ଚଳିତ ନିର୍ବାଚନରେ ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାରେ ୩ଜଣ ନୂଆ ମୁହଁ ଦେଖିବାକୁ ମିଳିଛି। ନୂଆ ମୁହଁ ଭିତରେ ଦୁଇ ମହିଳା ଥିବାବେଳେ ଜଣେ ପୁରୁଷ … Read More