ଗୀତା ମାହାତ୍ମ୍ୟ-୩୧: ସେ ହିଁ ଅନନ୍ତ, ଅପ୍ରମେୟ

କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଅର୍ଜୁନ ଭଗବାନ ଶ୍ରୀକୃଷ୍ଣଙ୍କ ବିଶ୍ୱରୂପ ଦର୍ଶନ କରିବା ପରେ ଅଭିଭୂତ ହୋଇ କହିଲେ, ‘ମୁଁ ଆପଣଙ୍କ ଶରୀରରେ ସମସ୍ତ ଦେବତାଙ୍କୁ, ଜୀବସମୁଦାୟଙ୍କୁ, କମଳ ଆସନରେ ବିରାଜିତ ବ୍ରହ୍ମାଙ୍କୁ, ମହାଦେବଙ୍କୁ, ସମସ୍ତ ଋଷିଙ୍କୁ ଓ ଦିବ୍ୟସର୍ପଙ୍କୁ ଦେଖୁଛି । ମୁଁ … Read More