ଦୁର୍ଗମ ଅଂଚଳରେ ଗର୍ଭବତୀ ମହିଳାଙ୍କ ସୁରକ୍ଷା କବଚ ବାଇକ ଆମ୍ବୁଲାନ୍ସ

ରାଜ୍ୟରେ ଶିଶୁ ଓ ମାତୃ ମୃତ୍ୟୁହାର କମାଇବା ପାଇଁ ପ୍ରସ୍ତୁତ ସମ୍ପୂର୍ଣ୍ଣା ଯୋଜନାକୁ ଦୃଢୀକରଣ କରିବା ପାଇଁ ରାଜ୍ୟ ସରକାର ସୁରକ୍ଷା କବଚ ଯୋଜନାର ବ୍ୟବସ୍ଥା କରିଛନ୍ତି । ଏଥିରେ ୫.୫୦ ଲକ୍ଷ ମା ଓ ଶିଶୁ ଉପକୃତ ହେବେ । … Read More