ଏଲଏସି ଓ ଚୀନ୍‌ ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ସେନା ପାଖରେ ଶକ୍ତିଶାଳୀ ‘ଭାରତ’ ଡ୍ରୋନ୍

ପୂର୍ବ ଲଦାଖର ଚ୍ୟାଲେଞ୍ଜିଂ ଅଞ୍ଚଳ ଉପରେ ନଜର ରଖିବା ପାଇଁ ଭାରତର ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ଏକ ଶକ୍ତିଶାଳୀ ଡ୍ରୋନ୍ ସୃଷ୍ଟି କରିଛି । ଭରତ ଡ୍ରୋନକୁ ସେନାକୁ ହସ୍ତାନ୍ତର କରାଯାଇଛି । ଏହି ଡ୍ରୋନର ବିଶେଷତ୍ୱ … Read More