‘ଭାରତ’ ପାଇଁ ୨୦ ପ୍ରକାର ଦାଢ଼ି ଲଗାଇଥିଲେ ସଲମାନ୍, ମେକଅପ୍ ପାଇଁ ଲାଗୁଥିଲା ଅଢ଼େଇ ଘଣ୍ଟା
ଆଗାମୀ ଇଦ୍ରେ ରିଲିଜ୍ ହେବାକୁ ଥିବା ସଲ୍ଲୁ ଭାଇଜାନଙ୍କ ‘ଭାରତ’ ଏବେ ସିନେ ମହଲର ମୁଖ୍ୟ ଚର୍ଚ୍ଚା । ଏହାର ଟ୍ରେଲର୍ ଓ ଗୀତଗୁଡ଼ିକ ରିଲିଜ୍ ହେବା ପରେ ଫିଲ୍ମ ପ୍ରତି ସିନେପ୍ରେମୀଙ୍କ କ୍ରେଜ୍ ବଢିବାରେ ଲାଗିଛି । ଭାଇଜାନଙ୍କ ପ୍ରଶଂସକ … Read More