ବିଜେପିର ୪ବିଧାନସଭା ପ୍ରାର୍ଥୀ ଘୋଷଣା, ରଘୁନାଥ ବସ୍ତାରୁ ଲଢ଼ିବେ

ଭୁବନେଶ୍ଵର, (ଓଟି): ବାଲେଶ୍ଵର ସଂସଦୀୟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବସ୍ତା ବିଧାନସଭା ଆସନରୁ ପୂର୍ବତନ ମନ୍ତ୍ରୀ ତଥା କିଛିଦିନ ତଳେ ବିଜେଡି ଛାଡ଼ି ବିଜେପି ଟୋପି ପିନ୍ଧିଥିବା ରଘୁନାଥ ମହାନ୍ତି ପ୍ରାର୍ଥୀ ହେବେ। ଏନେଇ ଆବଶ୍ୟକ ଘୋଷଣା ବିଜେପି ପକ୍ଷରୁ କରାଯାଇଛି। … Read More