ବରମୁଣ୍ଡା ବସଷ୍ଟାଣ୍ଡରେ ବେଲଗାମ ବୁଲୁଛନ୍ତି ଅପରାଧୀ
୧୬ ମାସରେ ୧୬୧ ଯୁବକଙ୍କୁ ନିଶା ଦେଇ ବରମୁଣ୍ଡା ବସଷ୍ଟାଣ୍ଡରେ ଲୁଟିଲେଣି ବରମୁଣ୍ଡା ବସଷ୍ଟାଣ୍ଡ ଅଞ୍ଚଳରେ ବେଲଗାମ ବୁଲୁଛନ୍ତି ପେଶାଦାର ଅପରାଧୀ। ନା ମାନୁଛନ୍ତି ଲୋକଙ୍କୁ ନା ମାନୁଛନ୍ତି କମିଶନରେଟ ପୁଲିସକୁ। କାହାକୁ ନିଶା ଦିଆ ଲୁଟେରାଙ୍କ ଭୃକ୍ଷେପ ନାହିଁ । … Read More