ସୁବାସଙ୍କ ସମର୍ଥକ ୯ ଜିଲ୍ଳା ପରିଷଦ ସଦସ୍ୟ ବିଜେପି ଛାଡ଼ିଲେ

ବିଜେପିରୁ ସୁବାସ ଚୌହ୍ୱାନ ଇସ୍ତଫା ଦେବା ପରେ ବରଗଡ଼ ଜିଲ୍ଲାର ଜିଲ୍ଲାପରିଷଦ ଉପରେ ପ୍ରଭାବ ପଡ଼ିଛି। ବରଗଡ଼ ଜିଲ୍ଲାର ୯ଜଣ ଜିଲ୍ଲା ପରିଷଦ ସଭ୍ୟ ଦଳ ଛାଡ଼ିଛନ୍ତି। ଜିଲ୍ଲା ପରିଷଦ ସଭ୍ୟଙ୍କ ଇସ୍ତଫା ପରେ ଏହାର ପ୍ରଭାବ ଚଳିତ ନିର୍ବାଚନରେ ପଡ଼ିବ … Read More