କରେନା ଲକ୍‌ଡାଉନ୍‌ରେ ବନ୍ଧନ ବ୍ୟାଙ୍କ ପକ୍ଷରୁ କ୍ଷୁଦ୍ର ଋଣ ସେବା ପୁନର୍ବାର ଆରମ୍ଭ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‍): ବନ୍ଧନ ବ୍ୟାଙ୍କ ପକ୍ଷରୁ କ୍ଷୁଦ୍ର ଋଣ ସେବାକୁ ପୁନର୍ବାର ଆରମ୍ଭ କରାଯାଇଛି । କ୍ଷୁଦ୍ର ବ୍ୟବସାୟରେ ଜଡ଼ିତ ଥିବା ବ୍ୟାଙ୍କର ଗ୍ରାହକଙ୍କ ଅନୁରୋଧ ଏବଂ ସେମାନଙ୍କ ଆର୍ଥିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବ୍ୟାଙ୍କ ଏହି ସେବା ଆରମ୍ଭ … Read More