ପୁରୀ ବାଲୁଖଣ୍ଡରେ ଲ୍ୟାଣ୍ଡଫଲ କରିବ ଫନି

ଓଡ଼ିଶାକୁ ମାଡ଼ି ଆସୁଥିବା ସାମୁଦ୍ରିକ ଝଡ଼ ‘ଫନି’ ପୁରୀ ଜିଲ୍ଲାର ସାତପଡ଼ା ଓ ବାଲୁଖଣ୍ଡ ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ। ୩ ତାରିଖ ଅପରାହ୍ଣରେ ଏହା ଲ୍ୟାଣ୍ଡଫଲ୍ ରିବା ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଓ ଆମେରିକୀୟ ସଂସ୍ଥା ଜଏଣ୍ଟ … Read More