ଆକ୍ରମଣ ବେଳେ ବାଲାକୋଟ ଆତଙ୍କୀ ଶିବିରରେ ୩୦୦ ଫୋନ ସକ୍ରିୟ ଥିଲା: ଏନଟିଆରଓ
ଗତ ୨୬ ତାରିଖରେ ବାଲାକୋଟ ସ୍ଥିତ ଜୈଶ-ଏ ମୁହମ୍ମଦ ଆତଙ୍କୀ ଶିବିର ଉପରେ ଭାରତର ଆକ୍ରମଣ ସମୟରେ ୩୦୦ ମୋବାଇଲ ଫୋନ ସକ୍ରିୟ ଥିଲା ବୋଲି ନ୍ୟାସନାଲ ଟେକ୍ନିକାଲ ରିସର୍ଚ୍ଚ ଅର୍ଗାନାଇଜେସନ (ଏନଟିଆରଓ) ପକ୍ଷରୁ କୁହାଯାଇଛି। ଏହି ଆକ୍ରମଣ ପରେ ୩୦୦ … Read More