ଭାରତକୁ ଭୟ – ପିଓକେ ଡାକ୍ତରଖାନାରେ ୫୦% ଶଯ୍ୟା ସଂରକ୍ଷଣ ରଖିବାକୁ ପାକିସ୍ତାନୀ ସେନା ମୁଖ୍ୟଙ୍କ ନିର୍ଦ୍ଦେଶ

ଭାରତ ଏବଂ ଚୀନ୍ ସୀମାରେ ଉତ୍ତେଜନା କାରଣରୁ ପାକିସ୍ତାନ ନର୍ଭସ ହୋଇଥିବା ଜଣାପଡ଼ିଛି । ଗାଲଭାନ ଉପତ୍ୟକାରେ ହିଂସାତ୍ମକ ସଂଘର୍ଷ ପରେ ଯଦି ଟେନସନ ବଢ଼ିଯାଏ, ତେବେ ପାକିସ୍ତାନ ଫ୍ରଣ୍ଟ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି ସେନା ମୁଖ୍ୟ … Read More