ଓଡ଼ିଶାର ହିମନ୍ତ ବନିବା ପଥରେ ବୈଜୟନ୍ତ

ସମାନତା ଅନେକ, କେବଳ ସଫଳତାକୁ ଅପେକ୍ଷା। ଓଡ଼ିଶା ଓ ଆସାମ ମଧ୍ୟରେ ଭୌଗୋଳିକ ଦୂରତ୍ୱ ରହିଛି। ତେବେ ଭାବଗତ, ସାଂସ୍କୃତିକ ଓ ଧାର୍ମିକ ଭାବଧାରାରେ ଓଡ଼ିଶା ଓ ଆସାମ ମଧ୍ୟରେ ସମ୍ପର୍କ ଖୁବ ଘନିଷ୍ଠ। ଭାଷାଗତ ସମାନତା ମଧ୍ୟ ଅନେକ ପରିମାଣରେ … Read More

ବିଜୁ ବିଜେପିନେତାଙ୍କଠାରୁ ହାରିଗଲେ ଧର୍ମେନ୍ଦ୍ର

ବିଜେପିର ପୋଷ୍ଟରବୟ ଧର୍ମେନ୍ଦ୍ର ପ୍ରଧାନ ଉପକୂଳ ନେତାଙ୍କଠାରୁ ଯେଉଁ ବିପଦ ଆଶଙ୍କା କରି ସେମାନଙ୍କୁ ଦଳରୁ ବାହାରି ଯିବା ପାଇଁ ବିଭିନ୍ନ ଉପାୟରେ ବାଧ୍ୟ କରିଥିଲେ ତାହା ସତ୍ୟରେ ପରିଣତ ହେବାକୁ ଯାଉଛି। ଫଳରେ ରାଜନୀତିରେ ବହୁ ଚର୍ଚ୍ଚିତ କେନ୍ଦ୍ରାପଡ଼ା ଜିଲ୍ଳାରେ … Read More

ପାଦତଳୁ ଖସିଯାଉଛି ମାଟି : ଚିନ୍ତାରେ ଧର୍ମେନ୍ଦ୍ର

ମାସକ ପୂର୍ବରୁ ରାଜ୍ୟ ବିଜେପି କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ହିଁ ବୁଝାଉଥିଲା। କିନ୍ତୁ ଏବେ ସେହି ସ୍ଥିତିରେ ବ୍ୟାପକ ପରିବର୍ତ୍ତନ ହେବାରେ ଲାଗିଛି। ଧର୍ମେନ୍ଦ୍ର ନ ଚାହିଁଲେ ବି ଦଳରେ ଅନେକ କଥା ଘଟିବାରେ ଲାଗିଛି। ଏସବୁ ଘଟଣା କେମିତି ହେଉଛିଓ … Read More

ବିଜୟଙ୍କ ପ୍ରତ୍ୟାବର୍ତ୍ତନ : ବିଜେପି ନୁହେଁ; ବୈଜୟନ୍ତଙ୍କ ଲାଭ

ପାଞ୍ଚ ମାସ ତଳୁ ବିଜେପିରୁ ଇସ୍ତଫା ଦେଇଥିବା ବିଦ୍ରୋହୀ ନେତା ବିଜୟ ମହାପାତ୍ରଙ୍କୁ ଦଳର କେନ୍ଦ୍ରୀୟ ନେତୃତ୍ୱ ଫେରାଇ ଆଣିବାରେ ସଫଳ ହୋଇଛନ୍ତି। ବିଜୟ ଫେରିବା ପରେ ବିଜେପିର ଲାଭ ହେବ ବୋଲି ଅନେକ ମତ ଦେଉଥିବାବେଳେ ଏହାକୁ କିନ୍ତୁ ରାଜନୀତିକ … Read More

ବୈଜୟନ୍ତ ବିଜେପି ରାଷ୍ଟ୍ରୀୟ ଉପସଭାପତି ଓ ମୁଖପାତ୍ର

ଗତ ୪ ତାରିଖରେ ବିଜେପିରେ ଯୋଗ ଦେଇଥିବା ବୈଜୟନ୍ତ ପଣ୍ଡାଙ୍କୁ ଦଳର ୨ଟି ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରୀୟ ପଦପଦବୀରେ ଦାୟିତ୍ୱ ମିଳିଛି। ବୈଜୟନ୍ତଙ୍କୁ ବିଜେପିର ରାଷ୍ଟ୍ରୀୟ ଉପସଭାପତି ସହିତ ଦଳର ରାଷ୍ଟ୍ରୀୟ ମୁଖପାତ୍ର ମଧ୍ୟ କରାଯାଇଛି। ବିଜେପି ସଭାପତି ଅମିତ ଶାହା ଏହି … Read More

ନୂଆ ନା ପୁରୁଣା ବିଜେପି ନେତାଙ୍କର ଡ଼ିଏନଏ ଖରାପ

ନିକଟରେ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ବିଜେପିରୁ ଇସ୍ତଫା ଦେବା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟାକ୍ଷ କରି କହିଥିଲେ ଯେ, ସେମାନଙ୍କ ଡିଏନଏ ମ୍ୟାଚ କଲାନି । କେନ୍ଦ୍ରମନ୍ତ୍ରୀଙ୍କ ଏହି କଟାକ୍ଷ ତାଙ୍କ ଦଳ ପାଇଁ ବହୁ ମାତ୍ରାରେ … Read More